or_tw/bible/names/gibeon.md

3.0 KiB
Raw Permalink Blame History

ଗିବିୟନ, ଗିବିୟନୀୟ, ଗିବିୟନୀୟମାନେ

ତଥ୍ୟ:

ଗିବିୟନ ଏକ ନଗର ଯାହା ଯିରୁଶାଲମ ର ଉତ୍ତର ପୂର୍ବରେ ୧୩ କିଲୋମିଟର ଦୁରରେ ଅବସ୍ଥିତ ଅଟେ I ଯେଉଁମାନେ ଗିବିୟନରେ ରହୁଅଛନ୍ତି ସେମାନେ ଗିବିୟନୀୟ ଅଟନ୍ତି I

  • ଯେତେବେଳେ ଗିବିୟନୀୟମାନେ ଶୁଣିଲେ ଯେ କି ପ୍ରକାରେ ଇସ୍ରାଏଲ ଲୋକମାନେ ଯିରିହୋୋ ଓ ଅଇ କୁ ବିନାଶ କଲେ, ସେମାନେ ଭୟଭିତ ହେଲେ I

ତେଣୁ ଗିବିୟନୀୟମାନେ ଇସ୍ରାଏଲ ନେତାମାନଙ୍କ ପାଖକୁ ଗିଲଗଲକୁ ଆସିଲେ ଓ ଛଳ କଲେ କି ସେମାନେ ସୁଦୁର ଦେଶରୁ ଆସିଥିବା ଲୋକମାନେ I

  • ଇସ୍ରାଏଲର ନେତାଗଣ ଠକରେ ପଡ଼ିଲେ ଓ ଗିବିୟନୀୟଙ୍କ ସହ ଚୁକ୍ତି କଲେ କି ତାଙ୍କୁ ସୁରକ୍ଷା ଦେବେ ଓ ତାଙ୍କୁ ବିନାଶ କରିବେ ନାହିଁ I

(ଆହୁରି ଦେଖନ୍ତୁ: ଗିଲଗଲ, ଯିରିହୋୋ ଯିରୁଶାଲମ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • ୧୫:୦୬ କିଣାନୀୟ ଜନ ସମୁହ ମଧ୍ୟରୁ, ଗିବିୟନୀୟ ଯିହୋଶୁୟକୁ ମିଥ୍ୟା କହିଲେ ଯେ ସେମାନେ କିଣାନଠାରୁ ଦୁର ପ୍ରାନ୍ତରରୁ ଆସି ଅଛନ୍ତି I
  • ୧୫:୦୭ କିଛି ସମୟ ପରେ, କିଣାନର ଆଉ ଏକ ଲୋକ ସମୁହ ଆମରୀୟ ଶୁଣିଲେ ଯେ, _ଗିବିୟନମାନେ _ ଇସ୍ରାଏଲ ସହିତ ଚୁକ୍ତି କଲେ, ତେଣୁ ସେମାନେ ତାହାଙ୍କ ସେନା ସମୁହ କୁ ଏକତ୍ରିତ କରି ବଡ଼ କଲେ ଓ ଗିବିୟନୀୟ ଉପରେ ଆକ୍ରମଣ କଲେ I
  • ୧୫:୦୮ ତେଣୁ ଯିହୋଶୁୟ ସମସ୍ତ ଇସ୍ରାଏଲ ସେନା କୁ ଏକତ୍ରିତ କଲେ ଓ ପୁରା ରାତି ଯାତ୍ରା କରି _ଗିବିୟନୀୟ _ଙ୍କ ନିକଟରେ ପହଁଚିଲେ I

ବୋର୍ଡ ଡାଟା :

  • Strong's: H1391, H1393