or_tw/bible/names/gethsemane.md

1.5 KiB

ଗେତସମନୀ

ତଥ୍ୟ:

ଗେତସମନୀ ଜୈତୁନ ବୃକ୍ଷର ଏକ ଉଦ୍ୟାନଥିଲା, ଯିରୁଶାଲମର ପୂର୍ବରେ, କିଦ୍ରୋଣ ଉପତ୍ୟକା ପରେ ଓ ଜୈତୁନ ପର୍ବତର ପାଖରେ ଅବସ୍ଥିତଥିଲା I

  • ଗେତସମନୀ ଉଦ୍ୟାନ ସେହି ସ୍ଥାନଥିଲା ଯାହା ଯୀଶୁ ଓ ତାହାଙ୍କ ଅନୁଗାମୀ ଭିଡ଼ରୁ ଦୁରେଇ ଏକୁଟିଆ ହୋଇ ବିଶ୍ରାମ କରିବାକୁ ଯାଉଥିଲେ I
  • ଏହା ଗେଥ୍‌ଶିମାନୀ ଯାହା ଯୀଶୁ ଯିହୁଦୀ ନେତାମାନଙ୍କ ଦ୍ୱାରା ବନ୍ଦୀ ହେବା ପୂର୍ବରୁ ଅତି ଶୋକାକୁଳ ହୋଇ ପ୍ରାର୍ଥନା କଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଇପାରେ)

(ଆହୁରି ଦେଖନ୍ତୁ: ଯିହୁଦା ଇସ୍କାରିୟୋତ, କିଦ୍ରୋଣ ଉପତ୍ୟକା, ଜୈତୁନ ପର୍ବତ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: G1068