or_tw/bible/names/geshur.md

1.5 KiB
Raw Permalink Blame History

ଗେଶୁର. ଗେଶୁରୀୟ

ସଂଜ୍ଞା:

ରାଜା ଦାଉଦଙ୍କ ସମୟରେ, ଗେଶୁର ଏକ ଛୋଟ ରାଜ୍ୟଥିଲା ଯାହା ଗାଲିଲୀ ସମୁଦ୍ରର ପୂର୍ବ ପଟରେ ଓ ଆରମ୍ ଓ ଇସ୍ରାଏଲ ଦେଶର ମଧ୍ୟରେଥିଲା I

  • ରାଜା ଦାଉଦ ମାକା କୁ ବିବାହ କଲେ, ସେ ଗେଶୁର ରାଜାର ପୁତ୍ରୀଥିଲେ, ସେ ଅବୋସଲାମ କୁ ଜନ୍ମ ଦେଇଥିଲେ I
  • ତାହାର ଅର୍ଧ-ଭ୍ରାତା ଆମନ କୁ ହତ୍ୟା କଲା ପରେ ଅବଶଲମ ଉତ୍ତର-ପୂର୍ବ କୁ ଯିରୁଶାଲମଠାରୁ ଗେଶୁର କୁ ପଳାୟନ କଲେ, ଯାହା ୧୪୦ କିଲୋମିଟର ଦୁରଥିଲା I

ସେ ସେହିଠାରେ ତିନି ବର୍ଷ ରହିଲା I

(ଆହୁରି ଦେଖନ୍ତୁ: ଆମୋନ, ଅବଶୋଲାମ, ଆରାମ, ଗାଲିଲୀ ସମୁଦ୍ର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1650