or_tw/bible/names/eleazar.md

1.4 KiB
Raw Permalink Blame History

ଇଲିୟାସର

ସୂଚନା:

ଇଲିୟାସର ନାମ ବାଇବାଲରେ ଅନେକଙ୍କ ନାମଥିଲା I

  • ଇଲିୟାସର ମୋଶାଙ୍କ ଭାଇ ହରୋଣଙ୍କ ତୃତୀୟ ପୁତ୍ରଥିଲା I

ହରୋଣଙ୍କ ମୃତ୍ୟୁ ପରେ, ଇଲିୟାସର ଇସ୍ରାଏଲର ପ୍ରଧାନ ଯାଜକ ହେଲେ I

  • ଇଲିୟାସର ନାମ ଦାଉଦଙ୍କର “ଯୋଦ୍ଧାମାନଙ୍କ” ନାମଥିଲା I
  • ଅନ୍ୟ ଏକ ଇଲିୟାସର ଯୀଶୁଙ୍କର ବଂଶଜଥିଲା I

(ଭାଷାନ୍ତର ନିମନ୍ତେ ପ୍ରସ୍ତାବନା:ନାମଗୁଡିକ କିପରି ଭାଷାନ୍ତର କରିବା)

(ମଧ୍ୟ ଦେଖନ୍ତୁ:ହାରୋଣ,ପ୍ରଧାନ ଯାଜକ,ଦାଉଦ,ଶକ୍ତିଶାଳୀ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H499, G1648