or_tw/bible/names/eden.md

1.8 KiB
Raw Permalink Blame History

ଏଦନ, ଏଦନ ଉଦ୍ୟାନ

ସତ୍ୟତା:

ପ୍ରାଚୀନ କାଳରେ, ଏଦନ ଏକ ସ୍ଥାନଥିଲା ଯେଉଁଠାରେ ଏକ ଉଦ୍ୟାନଥିଲା ଯେଉଁଠି ଈଶ୍ୱର ପ୍ରଥମ ପୁରୁଷ ଏବଂ ସ୍ତ୍ରୀଙ୍କୁ ରଖିଲେ I

  • ଯେଉଁ ଉଦ୍ୟାନରେ ଆଦମ ଏବଂ ହୋବା ରହୁଥିଲେ ଏହା ଏଦନର ଏକ ଅଂଶଥିଲା I
  • ଏଦନର ବାସ୍ତବ ସ୍ଥାନ ଅଶୁନିଶ୍ଚିତ ଅଟେ, କିନ୍ତୁ ହିଦ୍ଦେକଲ ଏବଂ ଫରାତ ନଦୀ ସେଥି ମଧ୍ୟରୁ ପ୍ରବାହିତ ହୋଉଥିଲା I
  • “ଏଦନ” ଶବ୍ଦଟି ଏବ୍ରୀ ଭାଷାରୁ ଆନିତ ଓ ଏହାର ଅର୍ଥ “ଏଥିରେ ଆନନ୍ଦ କର” I

(ଭାଷାନ୍ତର ନିମନ୍ତେ ପ୍ରସ୍ତାବନା:ନାମ ଗୁଡିକ କିପରି ଭାଷାନ୍ତର କରିବା ଉଚିତ)

(ମଧ୍ୟ ଦେଖନ୍ତୁ:ଆଦମ, ଫରାତ ନଦୀ,ହୋବା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5729, H5731