or_tw/bible/names/eve.md

3.6 KiB
Raw Permalink Blame History

ହବା

ସତ୍ୟ ଘଟଣାବଳୀ:

ଏହା ପ୍ରଥମ ସ୍ତ୍ରୀଙ୍କର ନାମ ଥିଲା I ସେହି ନାମର ଅର୍ଥ “ଜୀବନ” କିମ୍ୱା “ଜୀବିତ” ଅଟେ I

  • ଆଦମର ପଞରାରୁ ହାଡ଼ ନେଇ ଈଶ୍ୱର ହବାକୁ ନିର୍ମାଣ କଲେ I
  • ହବା ଆଦମର “ସାହାଯ୍ୟକାରିଣୀ” ହେବା ନିମନ୍ତେ ସୃଷ୍ଟି ହୋଇଥିଲେ I ସେ ଆଦମକୁ ଈଶ୍ଵର ଦେଇଥିବା କାର୍ଯ୍ୟରେ ସହାୟତା ପ୍ରଦାନ କରିବା ପାଇଁ ସୃଷ୍ଟି ହୋଇଥିଲେ I
  • ହବା ଶୟତାନ (ସର୍ପ ଆକାରରେ)ଦ୍ୱାରା ପ୍ରଲୋଭିତ ହୋଇଥିଲେ ଏବଂ ମନା ଫଳ ଖାଇ ପ୍ରଥମେ ପାପ କଲେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ:ନାମଗୁଡ଼ିକୁ କିପରି ଅନୁବାଦ କରାଯିବ ଦେଖ)

(ଆଦମ, ଜୀବନ,ଶୟତାନ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 1:13 _ଈଶ୍ୱର ଆଦମଙ୍କ ପଞ୍ଜରା ନେଇ ଏକ ସ୍ତ୍ରୀକୁ ନିର୍ମାଣ କଲେ ଏବଂ ଆଦମଙ୍କ ନିକଟକୁ ଆଣିଲେ I
  • 2:2 _ କିନ୍ତୁ ଉଦ୍ୟାନରେ ଏକ ଚତୁର ସର୍ପଥିଲା I ସେ ସ୍ତ୍ରୀକୁ ପଚାରିଲା, “ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ଈଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?
  • 2:11 ଆଦମ ତାର ସ୍ତ୍ରୀକୁ ହବା, ଯାହାର ଅର୍ଥ “ଜୀବନ ଦାତ୍ରୀ”, କାରଣ ସେ ସମସ୍ତ ଲୋକମାନଙ୍କର ମାତା ହେବେ I
  • 21:1 ଈଶ୍ୱର ପ୍ରତିଜ୍ଞା କଲେ ଯେ ହବାର ବଂଶ ଜନ୍ମିବ ଏବଂ ସର୍ପର ମସ୍ତକକୁ ଚୂର୍ଣ୍ଣ କରିଵ I
  • 48:2 ଶୟତାନ ଉଦ୍ୟାନର ସର୍ପ ଦ୍ୱାରା ହବାକୁ ପ୍ରତାରଣ କଲା I
  • 49:8 ଯେତେବେଳେ ଆଦମ ଏବଂ ହବା ପାପ କଲେ ଏବଂ ଏହା ସମସ୍ତ ବଂଶକୁ ଆକ୍ରାନ୍ତ କଲା I
  • 50:16 _କାରଣ ଆଦମ ଏବଂ ହବା ଈଶ୍ୱରଙ୍କ ଅବାଧ୍ୟ ହେଲେ ଏବଂ ପାପ ପୃଥିବୀରେ ପ୍ରବେଶ କଲା ଏବଂ ଈଶ୍ୱର ପୃଥିବୀକୁ ଅଭିଶାପ ଦେଲେ ଏବଂ ବିନଷ୍ଟ କରିବା ପାଇଁ ନିଷ୍ପତି ନେଲେ I

ଶବ୍ଦବିନ୍ୟାସ :

  • Strongs: H2332, G20960