or_tw/bible/names/cyprus.md

2.1 KiB

କୁପ୍ରିୟ

ତଥ୍ୟାବଳି:

ଭୁମଧ୍ୟ ସାଗରର କୁପ୍ରିୟ ଏକ ମାଳଦ୍ୱୀପ, ଏହା ୬୪ କିଲୋ ମିଟର ଦକ୍ଷିଣ ବର୍ତ୍ତମାନ ତର୍କି ଦେଶ

  • ବର୍ଣ୍ଣବ୍ୱା କୁପ୍ରିୟର ବାସିନ୍ଦା ଏବଂ ସମ୍ଭବ ହୋଇଥାଇପାରେ ତାହାର ଭାଇ ଯୋହନ ମାର୍କ ମଧ୍ୟ ସେହିସ୍ଥାନର ବାସିନ୍ଦା
  • ପାଉଲ ଏବଂ ବର୍ଣ୍ଣବ୍ ବା ମିଶି ତାଙ୍କର ପ୍ରଥମ ମିସନେରୀ ଯାତ୍ରାରେ କୁପ୍ରିୟ ମାଳଦ୍ୱୀପରେ ପ୍ରଚାର କରିଥିଲେ

ଯୋହନ ମାର୍କ ସେହି ଯାତ୍ରାରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଥିଲେ

  • ପରବର୍ତ୍ତୀ ସମୟରେ, ବର୍ଣ୍ଣବ୍ୱା ଓ ମାର୍କ କୁପ୍ରିୟ କୁ ଆଉଥରେ ଗମନ କରିଥିଲେ
  • ପୁରାତନ ନିୟମରେ, କୁପ୍ରିୟ ଅଲୋନ ବୃକ୍ଷ ନିମନ୍ତେ ପ୍ରସିଦ୍ଧଥିଲା

(ଅନୁବାଦ ନିମନ୍ତେ ପ୍ରସ୍ତାବ: ନାମ ଗୁଡିକୁ ଅନୁବାଦ କରିବେ କିପରି)

(ଦେଖ: ବର୍ଣ୍ଣବ୍ ବା, ଯୋହନ ମାର୍କ, ସମୁଦ୍ର)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: G2953, G2954