or_tw/bible/names/johnmark.md

1.9 KiB
Raw Permalink Blame History

ଯୋହନ ମାର୍କ

ସତ୍ୟ ଘଟଣାବଳୀ:

ଯୋହନ ମାର୍କକୁ “ମାର୍କ “ ବୋଲି ମଧ୍ୟ କୁହାଯାଏ, ସେ ପାଉଲଙ୍କ ସହିତ ତାହାଙ୍କ ସେବା ଯାତ୍ରାରେ ଯାତ୍ରା କରୁଥିଲେ I ସେ ହିଁ ମାର୍କ ସୁସମାଚାରର ଲେଖକ ଅଟନ୍ତି I

  • ଯୋହନ ମାର୍କ ପାଉଲ ଓ ବର୍ଣ୍ଣବ୍ବା ପ୍ରଥମ ସେବା ଯାତ୍ରାରେ ସାଥିରେ ଥିଲେ I
  • ଯେତେବେଳେ ପିତର ଯିରୂଶାଲାମରେ କାରାଗାରରେ ବନ୍ଦୀ କରା ଗଲେ, ବିଶ୍ୱାସୀମାନେ ଯୋହନ ମାର୍କଙ୍କର ମାତାର ଗୃହରେ ପ୍ରାର୍ଥନା କରୁଥିଲେ I
  • ମାର୍କ ଜଣେ ପ୍ରରିତ ନ ଥିଲେ କିନ୍ତୁ ପାଉଲ ଓ ପିତର ଦ୍ୱାରା ଶିକ୍ଷା ପ୍ରାପ୍ତ କରିଥିଲେ ଓ ଏକତ୍ର ସେବାକାର୍ଯ୍ୟ କରିଥିଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରାଯିବ ଦେଖନ୍ତୁ)

ବର୍ଣ୍ଣବ୍ବା, ପାଉଲ ଦେଖନ୍ତୁ

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G24910, G31380