or_tw/bible/names/cityofdavid.md

1.2 KiB
Raw Permalink Blame History

ଦାଉଦ-ନଗର

ସତ୍ୟ ଘଟଣାବଳୀ:

ଯିରୂଶାଲମ ଏବଂ ବେଥଲିହିମର  “ଦାଉଦ-ନଗର” ଅନ୍ୟ ଏକ ନାମ ଅଟେ ।

  • ଦାଉଦ ଯେତେବେଳେ ଇସ୍ରାଏଲ ଦେଶର ଶାସକ ଥିଲେ ସେ ଯିରୂଶାଲମରେ ବାସ କରୁଥିଲେ ।
  • ଦାଉଦ ବେଥଲିହିମରେ  ଜନ୍ମ ଗ୍ରହଣ କରିଥିଲେ ।

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଦାଉଦବେଥଲିହିମଯିରୂଶାଲମ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H1732, H5892, G11380, G41720