or_tw/bible/names/cherethites.md

1.7 KiB
Raw Permalink Blame History

କରେଥୀୟ

ଘଟଣାବଳି:

କରେଥୀୟ ଲୋକଦଳ ହୁଏତ ପଲେଷ୍ଟିୟମାନଙ୍କର ଅଂଶ ବିଶେଷ କୌଣସି ବୃତ୍ତାନ୍ତ ସେରେଥିୟ ଭାବେ ଲେଖନ୍ତି

  • “କରେଥିୟ ଓ ପଲେଥିୟ” ରାଜା ଦାଉଦଙ୍କ ସୈନ୍ୟ ଦଳରେ ଅସାଧାରଣ ସୈନିକଗଣଥିଲେ ଯେଉଁମାନେ ତାଙ୍କର ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ
  • ପୁଣି, ଯିହୋୟାଦାର୍ ପୁତ୍ର ବନାୟ କରେଥିୟ ଓ ପଲେଥିୟମାନଙ୍କ ଉପରେ ନିଯୁକ୍ତଥିଲା; ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନଥିଲେ
  • ତହିଁରେ ଦାଉଦ ଆପଣା ସଂଗେ ଯିରୁଶାଲମରେ ଥିବା ଦାସ କରେଥିୟମାନଙ୍କୁ କହିଲେ ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ

(ଅନୁବାଦର ଉପଦେଶଗୁଡିକ: ନାମ ଗୁଡିକର ଅନୁବାଦ)

(ଦେଖ: ଅବଶାଲୋମ, ବନାୟ, ଦାଉଦ, ପଲେଷ୍ଟିୟ)

ବାଇବଲର ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H3774