or_tw/bible/names/cana.md

1.5 KiB
Raw Permalink Blame History

କାନ୍ନା

ପରିଭାଷା:

କାନ୍ନା ନାଜରିତର ପ୍ରାୟ ନଅ ମାଇଲ ଦୂରରେ ଅବସ୍ଥିତ ଗାଲିଲୀ ପ୍ରଦେଶର ଏକ ଗ୍ରାମ ବା ସହର ଥିଲା ।

  • ବାର ଶିଷ୍ୟ ମଧ୍ୟରୁ ନିଥନିୟେଲଙ୍କ ସହର କାନ୍ନା ଥିଲା।
  • ଯୀଶୁ କାନ୍ନାରେ ଏକ ବିବାହ ଭୋଜିରେ ଯୋଗ ଦେଇଥିଲେ ଏବଂ ଯେତେବେଳେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କଲେ ସେଠାରେ ତାଙ୍କର ପ୍ରଥମ ଚମତ୍କାର କରିଥିଲେ ।
  • ଏହାର କିଛି ସମୟ ପରେ, ଯୀଶୁ କାନ୍ନାକୁ ଫେରି ସେଠାରେ କଫର୍ନାହୂମର ଜଣେ ଅଧିକାରୀଙ୍କୁ ଭେଟି ଥିଲେ ଯିଏ ତାଙ୍କ ପୁଅକୁ ଆରୋଗ୍ୟ କରିବାକୁ ଯୀଶୁଙ୍କୁ ଅନୁରୋଧ କଲେ ।

(ଆହୁରି ମଧ୍ୟ ଦେଖନ୍ତୁ: କଫର୍ନାହୂମ, ଗାଲିଲୀ, ବାର)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G25800