or_tw/bible/names/capernaum.md

2.2 KiB
Raw Permalink Blame History

କଫର୍ନାହୂମ

ସତ୍ୟ ଘଟଣାବଳୀ:

କଫର୍ନାହୂମ ଗାଲିଲୀ ସମୁଦ୍ରର ଉତ୍ତର-ପଶ୍ଚିମ ଉପକୁଳରେ ଥିବା ଏକ ମତ୍ସ୍ୟଜୀବୀ ଗ୍ରାମ ଅଟେ  ।

  • ଯୀଶୁ ଗାଲିଲୀ ଉପକୁଳ ଅଞ୍ଚଳଗୁଡ଼ିକରେ ଶିକ୍ଷା ଦେବ ଦିନଗୁଡ଼ିକରେ କଫର୍ନାହୂମରେ ରହୁଥୁଲେ ।
  • ତାହାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ କଫର୍ନାହୂମରୁ ଥିଲେ ।
  • ଯୀଶୁ ଏହି ସହରରେ ଅନେକ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି, ଜଣେ ମୃତ ବାଳିକାକୁ ମୃତ୍ୟୁରୁ ଜୀବିତ କରିଅଛନ୍ତି ।
  • କଫର୍ନାହୂମ ତିନି ସହର ମଧ୍ୟରୁ ଏକ ସହର ଥିଲା ଯେଉଁଠି ଯୀଶୁ ସର୍ବସାଧାରଣରେ ଲୋକମାନଙ୍କୁ ସାବଧାନ କରିଥିଲେ କାରଣ ଏହି ସହରର ଲୋକମାନେ ତାହାଙ୍କୁ  ଏବଂ ତାଙ୍କର ବାକ୍ୟ ବିଶ୍ୱାସ କଲେନାହିଁ । ସେ ସେମାନଙ୍କୁ ଚେତାବନୀ ଦେଲେ ଯେ, ସେମାନଙ୍କର ଅବିଶ୍ୱାସ ହେତୁ ଈଶ୍ଵର ସେମାନଙ୍କୁ ଦଣ୍ଡ ଦେବେ ।

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଗାଲିଲୀଗାଲିଲୀ ସମୁଦ୍ର: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G25840