or_tw/bible/names/bethel.md

2.8 KiB
Raw Permalink Blame History

ବେଥେଲ

ଘଟଣାବଳି:

ବେଥେଲ ଏକ ସହରଥିଲା ଯାହାକି କିଣାନ ଭୂମିର ଯିରୁଶାଲମର ଉତ୍ତର ଦିଗରେ ଅବସ୍ଥିତଥିଲା ׀ ଏହାକୁ ପୂର୍ବରେ "ଲୁଜ" ବୋଲି କୁହାଯାଉଥିଲା ׀

  • ପରମେଶ୍ୱର ଙ୍କ ପ୍ରତିଜ୍ଞା ପାଇଲା ପ୍ରଥମ ଥର ପାଇଲା ପରେ ଅବ୍ରାମ(ଅବ୍ରହାମ) ବେଥେଲ ନିକଟରେ ପରମେଶ୍ୱର ଙ୍କ ଉଦ୍ଦେଶରେ ଗୋଟିଏ ବେଦି ନିର୍ମାଣ କରିଥିଲେ ׀

ସେହି ସ୍ଥାନର ନାମ ପ୍ରକୃତରେ ବେଥେଲ ନଥିଲା କିନ୍ତୁ ସେହି ଅଞ୍ଚଳ "ବେଥେଲ" ବୋଲି ଜଣାଶୁଣାଥିଲା ׀

  • ଯାକୁବ ନିଜ ଭାଇ ଏଷୋଙ୍କଠାରୁ ପଳାୟନ କରିବା ସମୟରେ ସେ ସେହି ସହର ନିକଟରେ ରାତ୍ରିଯାପନ କଲା ଏବଂ ଭୂମିରେ ଶୋଇଲା ׀

ସେ ଶୋଇଥିବା ସମୟରେ ସେ ସ୍ୱପ୍ନ ଦେଖିଲା ଯେ ଗୋଟିଏ ନିଶୁଣି ସାହାଯ୍ୟରେ ଦୂତମାନେ ସ୍ୱର୍ଗ ରୁ ତଳ କୁ ଉପର କୁ ହେଉଛନ୍ତି ׀

  • ଏହି ସହର ଯାକୁବ ନାମକରଣ ନ କରିବା ପର୍ଯ୍ୟନ୍ତ "ବେଥେଲ" ନାମରେ ନାମିତ ହୋଇ ନଥିଲା ׀

ସ୍ପଷ୍ଟ ଭାବରେ କହିବାକୁ ଗଲେ କେତେକ ଅନୁବାଦରେ ଏହାକୁ ଲୁଜ ବୋଲି ଅନୁବାଦ କରାଯାଇଛି (ପରେ ତାହାକୁ ବେଥେଲ ବୋଲି ଡକାଗଲା)

  • ବେଥେଲ ନାମ ପୂରାତନ ନିୟମରେ କିଛି ସ୍ଥାନରେ ବର୍ଣ୍ଣିତ ହୋଇଛି ଯେଉଁ ସ୍ଥାନରେ କିଛି ପ୍ରମୁଖ ଘଟଣାବଳି ଘଟିଥିଲା ׀

ଅନୁବାଦ ର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ ହେବ

(ଦେଖନ୍ତୁ: ଅବ୍ରହାନ, ବେଦି, ଯାକୁବ, ଯିରୁଶାଲମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1008