or_tw/bible/names/bartholomew.md

1.7 KiB
Raw Permalink Blame History

ବାର୍ଥଲମୀ

ସଥ୍ୟ ଘଟଣାବଳୀ:

ବାର୍ଥଲମୀ ଯୀଶୁଙ୍କ ବାରଜଣ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ ׀

  • ଅନ୍ୟ ଶିଷ୍ୟମାନଙ୍କ ପରି ବାର୍ଥଲମୀ ମଧ୍ୟ ସୁସମାଚାର ପ୍ରଚାର ଏବଂ ଯୀଶୁଙ୍କ ନାମରେ ଆଶ୍ଚର୍ଯ୍ୟ କର୍ମ  କରିବା ନିମନ୍ତେ ପଠାଯାଇଥିଲେ ׀
  • ସେ ମଧ୍ୟ ଅନ୍ୟମାନଙ୍କ ପରି ଯୀଶୁ ସ୍ୱର୍ଗକୁ ଯିବା ଦେଖିଥିଲେ ׀
  • ଏହାର କେତେକ ସପ୍ତାହ ପରେ, ପେଣ୍ଟିକଷ୍ଟ ଦିବସରେ ସେ ଅନ୍ୟ ପ୍ରେରିତମାନଙ୍କ ସହ ଯିରୂଶାଲମରେ ଥିଲେ ସେତେବେଳେ ପବିତ୍ର ଆତ୍ମା ତାଙ୍କ ଉପରେ ଆସିଲେ ׀

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ପ୍ରେରିତସୁସମାଚାରପବିତ୍ର ଆତ୍ମାଆଶ୍ଚର୍ଯ୍ୟ କର୍ମପେଣ୍ଟିକଷ୍ଟବାରଜଣ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G09180