or_tw/bible/names/apollos.md

2.1 KiB

ଆପଲ୍ଲ

ତଥ୍ୟମାନ:

ଆପଲ୍ଲ ମିସରସ୍ଥିତ ଆଲେକ୍‌ଜାଣ୍ଡ୍ରିୟା ନଗରର ଏକ ଯିହୁଦୀ ବ୍ୟକ୍ତିଥିଲେ, ଯେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବାରେ ସ୍ୱତନ୍ତ୍ର ଦକ୍ଷତା ପାଇଥିଲେ।

  • ଆପଲ୍ଲ ଗ୍ରୀକ୍‌ ଧର୍ମଗ୍ରନ୍ଥରେ ଉଚ୍ଚ ଶିକ୍ଷିତ ବ୍ୟକ୍ତିଥିଲେ ଏବଂ ଏକ ପ୍ରତିଭାବାନ ବକ୍ତା ଥିଲେ।
  • ସେ ଏଫିସରେ ଆକ୍ୱିଲା ଏବଂ ପ୍ରୀସ୍କିଲ୍ଲା ନାମକ ଦୁଇ ଖ୍ରୀଷ୍ଟିଆନଙ୍କ ଦ୍ୱାରା ନିର୍ଦ୍ଦେଶ ପ୍ରାପ୍ତ ହୋଇଥିଲେ।
  • ପାଉଲ ପ୍ରାଧାନ୍ୟତା ଦେଇ କହିଥିଲେ ଯେ, ସେ ଏବଂ ଆପଲ୍ଲ, ତଥା ଅନ୍ୟ ପ୍ରଚାରକମାନେ ଏବଂ ଶିକ୍ଷକମାନେ, ଯୀଶୁଙ୍କୁ ବିଶ୍ୱାସ କରିବା ନିମନ୍ତେ ଲୋକମାନଙ୍କୁ ସାହାଯ୍ୟ କରିବାର, ଏକ ସମାନ ଲକ୍ଷ୍ୟ ଅଭିମୁଖେ କାର୍ଯ୍ୟ କରୁଥିଲେ।

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମକୁ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆକ୍ୱିଲା, ଏଫିସ, ପ୍ରିସ୍କିଲ୍ଲା, ପରମେଶ୍ୱର ବାକ୍ୟ)

ବାଇବଲ ପଦ ପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G625