or_tw/bible/names/aquila.md

2.2 KiB
Raw Permalink Blame History

ଆକ୍ୱିଲା

ସତ୍ୟ ଘଟଣାବଳୀ:

ଆକ୍ୱିଲା କୃଷ୍ଣ ସାଗରର ଦକ୍ଷିଣ ଉପକୂଳବର୍ତ୍ତୀ ପନ୍ତ ପ୍ରଦେଶର ଜଣେ ଯିହୁଦୀ ଖ୍ରୀଷ୍ଟିୟାନ ଥିଲେ I

  • ଆକ୍ୱିଲା ଏବଂ ପ୍ରିସ୍କିଲା କିଛି ସମୟ ଧରି ରୋମ, ଇଟାଲୀରେ ବାସକରୁ ଥିଲେ, କିନ୍ତୁ ତା’ପରେ ରୋମୀୟ ସମ୍ରାଟ କ୍ଲାଉଦିଅ, ସମସ୍ତ ଯିହୁଦୀମାନଙ୍କୁ ରୋମ ଛାଡିବା ନିମନ୍ତେ ବାଧ୍ୟ କଲେ I
  • ତା’ପରେ ଆକ୍ୱିଲା ଏବଂ ପ୍ରିସ୍କିଲା କରିନ୍ଥୀୟକୁ ଯାତ୍ରା କଲେ, ଯେଉଁଠାରେ ସେମାନେ ପ୍ରେରିତ ପାଉଲଙ୍କୁ ଭେଟିଲେ I
  • ସେମାନେ ପାଉଲଙ୍କ ସହ ତମ୍ୱୁ ବଣାଳୀ ଭାବରେ କାମ କଲେ ଏବଂ ତାଙ୍କ ସେବାକାର୍ଯ୍ୟରେ ତାଙ୍କୁ ସାହାଯ୍ୟ କଲେ I
  • ଆକ୍ୱିଲା ଏବଂ ପ୍ରିସ୍କିଲା ଦୁହେଁ ବିଶ୍ୱାସୀମାନଙ୍କୁ ଯୀଶୁଙ୍କ ସତ୍ୟ ବିଷୟ କହିଲେ; ଏହି ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଦାନପ୍ରାପ୍ତ ଶିକ୍ଷକଥିଲେ, ଯାହାର ନାମ ଆପଲ୍ଲ ଥିଲା I

(ନାମଗୁଡ଼ିକୁ କିପରି ଅନୁବାଦ କରାଯିବ ଦେଖନ୍ତୁ)

(ଆପଲ୍ଲ, କରିନ୍ଥୀୟ, ରୋମ ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G02070