or_ta/translate/resources-iordquote/01.md

5.2 KiB

ବର୍ଣ୍ଣନା

ଦୁଇ ପ୍ରକାର ଉଦ୍ଧରଣ ଅଛି : ସିଧା ଉଦ୍ଧୃତ ଓ ପରୋକ୍ଷ ଉଦ୍ଧୃତ ଯେତେବେଳେ ଉଦ୍ଧରଣ କୁ ଅନୁବାଦ କରୁଛନ୍ତି, ଅନୁବାଦକ ଜାଣିବା ଉଚିତ ଯେ ଏହାକୁ ସିଧା ନା ପରୋକ୍ଷ ଭାବେ ଉଦ୍ଧରଣ ଭାବେ ଅନୁବାଦ କରିବ (ଦେଖ: ସିଧା ଓ ପରୋକ୍ଷ ଉଦ୍ଧରଣ)

ଯେତେବେଳେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉଦ୍ଧୃତ ULT ଅଛି, ତେବେ ସୁଚନା ଅନୁବାଦ କରିବା ପାଇଁ ଯେପରି ଏହା ଏକ ଅନ୍ୟ ପ୍ରକାର ଉଦ୍ଧରଣ ଅନୁବାଦର ଉପଦେଶ ହୁଏତ ଆରମ୍ଭ ହୋଇପାରେ “ଏହା ପରୋକ୍ଷ ଉଦ୍ଧୃତ ଭାବେ ଅନୁବାଦ ହୋଇପାରେ” ବା “ଏଗୁଡିକୁ ପ୍ରତ୍ୟେକ୍ଷ ଉଦ୍ଧୃତ ହୋଇପାରେ” ଓ ସେହିପରି ଉଦ୍ଧରଣ କୁ ଅନୁସରଣ କରିବ ସେହିପରି ଏ ମଧ୍ୟ ତଥ୍ୟ ପୃଷ୍ଠା ସଂଯୋଗ ହୋଇଛି ଯାହାକୁ “ପରୋକ୍ଷ ଓ ପ୍ରତ୍ୟେକ୍ଷ ଉଦ୍ଧରଣ ଗୁଡିକ” କୁହାଯାଏ ଯାହା ଉଭୟ ଉଦ୍ଧରଣ ବିଷୟରେ ଆଲୋଚନା କରେ ହୁଏତ ସେଠାରେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଉଦ୍ଧରଣ ବିଷୟରେ ସୁଚନା ଥିବ ଯେଉଁଠି ଉଦ୍ଧରଣ ଭିତରେ ମଧ୍ୟ ଉଦ୍ଧରଣ ଥାଏ କାରଣ ଏହା ଦ୍ବନ୍ଦରେ ପକାଇପାରେ ପ୍ରତ୍ୟେକ୍ଷ ଉଦ୍ଧରଣ ସହିତ ଆଉ ଏକ ପରୋକ୍ଷ ଉଦ୍ଧରଣ କୁ ଅନୁବାଦ କରିବା, କିଛି ଭାଷାରେ ଏହା ଆହୁରି ସ୍ବାଭାବିକ ହୁଏ ସୁଚନା ଗୋଟିଏ ସଂଯୋଗ ତଥ୍ୟ ସହିତ ଶେଷ ହୁଏ ଯାହାକୁ “ଉଦ୍ଧରଣ ମଧ୍ୟରେ ଉଦ୍ଧରଣ” କୁହାଯାଏ

ଅନୁବାଦ ସୁଚନା ଗୁଡିକର ଉଦାହରଣ

ଯୀଶୁ ତାହାଙ୍କୁ ଆଦେଶ ଦେଲେ ସେ କଥା କାହାକୁ କୁହନାହିଁ (ଲୁକ ୫:୧୪ ULT)

କାହାକୁ କୁହନାହିଁ - ଏହାକୁ ପ୍ରତ୍ୟେକ୍ଷ ଉଦ୍ଧରଣ ଭାବେ ଅନୁବାଦ କରି ହେବ : “କାହାକୁ ଏକଥା କୁହନାହିଁ” ବ୍ୟବହୃତ ତଥ୍ୟକୁ ସ୍ପଷ୍ଟରୁପେ ବିବରଣ ହୋଇପାରିବ (AT): “ତୁମେ ସୁସ୍ଥ ହୋଇଅଛ ବୋଲି କାହାକୁ କୁହନାହିଁ” (ଦେଖ: /ପରୋକ୍ଷ ଓ ପ୍ରତ୍ୟେକ୍ଷ ଉଦ୍ଧରଣ ଓ [ବାକ୍ୟରେ ଶବ୍ଦ ଲୋପ])

ଅନୁବାଦସୁଚନା ଦେଖାଇଦିଏ କିପରି ପରୋକ୍ଷ ଉଦ୍ଧୃତ କୁ ପ୍ରତ୍ୟେକ୍ଷ ଉଦ୍ଧୃତରେ ପରିବର୍ତ୍ତନ କରିବା, ହୋଇପାରେ ନିର୍ଦ୍ଧିଷ୍ଟ ଭାଷାରେ ତାହା ଅଧିକ ସ୍ପଷ୍ଟ ଓ ସ୍ବାଭାବିକ ହେବ

ଫସଲ ପାଚିଵ ପର୍ଯ୍ୟନ୍ତ ମୁଁ କଟାଳି ମାନଙ୍କୁ କହିବି, “ପ୍ରଥମେ ବାଳୁଙ୍ଗାଗୁଡିକୁ ଏକାଠି କରି ବିଡାବାନ୍ଧି ଜାଳି ଦିଅ, ତା’ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ .” (ମାଥିଉ ୧୩:୩୦ ULT)

ମୁଁ କଟାଳି ମାନଙ୍କୁ କହିବି, “ପ୍ରଥମେ ବାଳୁଙ୍ଗାଗୁଡିକୁ ଏକାଠି କରି ବିଡାବାନ୍ଧି ଜାଳି ଦିଅ, ତା’ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ” - ଆପଣ ଏହାକୁ ପ୍ରତ୍ୟେକ୍ଷ ଉଦ୍ଧରଣ ଭାବେ ଅନୁବାଦ କରିପାରିବେ: “ ମୁଁ କଟାଳି ମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗାଗୁଡିକୁ ଏକାଠି କରି ବିଡାବାନ୍ଧି ଜାଳି ଦିଅ, ତା’ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ” (ଦେଖ: ପରୋକ୍ଷ ଓ ପ୍ରତ୍ୟେକ୍ଷ ଉଦ୍ଧରଣ ଗୁଡିକ)

ଏହିଠାରେ ଅନୁବାଦ ବିଶେଷ ଦ୍ରଷ୍ଟବ୍ୟ ବ୍ୟକ୍ତ କରେ କିପରି ପରୋକ୍ଷ ଉଦ୍ଧୃତ କୁ ପ୍ରତ୍ୟେକ୍ଷ ଉଦ୍ଧୃତରେ ପରିବର୍ତ୍ତନ କରିବା, ହୋଇପାରେ ନିର୍ଦ୍ଧିଷ୍ଟ ଭାଷାରେ ତାହା ଅଧିକ ସ୍ପଷ୍ଟ ଓ ସ୍ବାଭାବିକ ହେବ