or_obs-tn/content/05/10.md

1.7 KiB

ତୁମ୍ଭର ଏକମାତ୍ର ପୁତ୍ର

05-08 ରେ ଥିବା ବ୍ୟାଖ୍ୟା ଦେଖନ୍ତୁ । ଆକାଶରେ ଥିବା

ତାରାଗଣ 

04-08 ରେ ଥିବା ବ୍ୟାଖ୍ୟା ଦେଖନ୍ତୁ ।

ପୃଥିବୀରେ ସମସ୍ତ ପରିବାର

ଏଠାରେ, “ପରିବାର(ଗୁଡିକ)” କହିଲେ ପ୍ରତି ପିତାମାତା ଓ ସେମାନଙ୍କର ସନ୍ତାନଗଣର ଏକକକୁ ନ ବୁଝାଇ ପୃଥିବୀରେ ଥିବା ବହୁଳ ଭାବେ ପୃଥକୀକୃତ ଦଳର ଲୋକମାନଙ୍କୁ ବୁଝାଏ ।

ତୁମ୍ଭର ବଂଶ ଦ୍ବାରା ଆଶୀର୍ବାଦପ୍ରାପ୍ତ

ଏଠାରେ “ପରିବାର(ଗୁଡିକ)” କହିଲେ ଅବ୍ରହାମଙ୍କର ଯେତେ ବଂଶଧର ହେବେ ସେ ସମସ୍ତଙ୍କୁ ବୁଝାଏ । ଅବ୍ରହାମଙ୍କ ବଂଶଧର ଦ୍ଵାରା ଭବିଷ୍ୟତ ବଂଶ ଆଶୀର୍ବାଦପ୍ରାପ୍ତ ହେବେ । ପରବର୍ତ୍ତୀ ସମୟରେ ସର୍ବୋତ୍କୃଷ୍ଟ ଆଶୀର୍ବାଦ ଈଶ୍ଵରଙ୍କ ମନୋନୀତ ଦାସ ମଶୀହଙ୍କ ଦେଇ ଅନେକ ପିଢ଼ି ଉପରେ ଆସିବେ ।

ଏକ ବାଇବଲର କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ:

ଆଦିପୁସ୍ତକ 16

22