or_obs-tn/content/05/10.md

12 lines
1.7 KiB
Markdown

# ତୁମ୍ଭର ଏକମାତ୍ର ପୁତ୍ର
[05-08](../05/08.md) ରେ ଥିବା ବ୍ୟାଖ୍ୟା ଦେଖନ୍ତୁ । ଆକାଶରେ ଥିବା
# ତାରାଗଣ 
[04-08](../04/08.md) ରେ ଥିବା ବ୍ୟାଖ୍ୟା ଦେଖନ୍ତୁ ।
# ପୃଥିବୀରେ ସମସ୍ତ ପରିବାର
ଏଠାରେ, “ପରିବାର(ଗୁଡିକ)” କହିଲେ ପ୍ରତି ପିତାମାତା ଓ ସେମାନଙ୍କର ସନ୍ତାନଗଣର ଏକକକୁ ନ ବୁଝାଇ ପୃଥିବୀରେ ଥିବା ବହୁଳ ଭାବେ ପୃଥକୀକୃତ ଦଳର ଲୋକମାନଙ୍କୁ ବୁଝାଏ ।
# ତୁମ୍ଭର ବଂଶ ଦ୍ବାରା ଆଶୀର୍ବାଦପ୍ରାପ୍ତ
ଏଠାରେ “ପରିବାର(ଗୁଡିକ)” କହିଲେ ଅବ୍ରହାମଙ୍କର ଯେତେ ବଂଶଧର ହେବେ ସେ ସମସ୍ତଙ୍କୁ ବୁଝାଏ । ଅବ୍ରହାମଙ୍କ ବଂଶଧର ଦ୍ଵାରା ଭବିଷ୍ୟତ ବଂଶ ଆଶୀର୍ବାଦପ୍ରାପ୍ତ ହେବେ । ପରବର୍ତ୍ତୀ ସମୟରେ ସର୍ବୋତ୍କୃଷ୍ଟ ଆଶୀର୍ବାଦ ଈଶ୍ଵରଙ୍କ ମନୋନୀତ ଦାସ ମଶୀହଙ୍କ ଦେଇ ଅନେକ ପିଢ଼ି ଉପରେ ଆସିବେ ।
# ଏକ ବାଇବଲର କାହାଣୀ
ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ:
# ଆଦିପୁସ୍ତକ 16
22