or_obs-tn/content/05/08.md

2.0 KiB

ତାହାଙ୍କ ପୁତ୍ରଙ୍କୁ ହତ୍ୟା କରିବା

ଈଶ୍ଵର ମାନବ ବଳି ଚାହାନ୍ତି ନାହିଁ । ଅବ୍ରହାମ ତାଙ୍କ ନିଜ ପୁତ୍ର ଅପେକ୍ଷା ଈଶ୍ଵରଙ୍କୁ ଅଧିକ ପ୍ରେମ କରୁଅଛନ୍ତି ନା ନାହିଁ ତାହା ଦେଖିବା ନିମନ୍ତେ ଈଶ୍ଵର ଚାହୁଁଥିଲେ ଏବଂ ସେ ତାହାଙ୍କ ପୁତ୍ରଙ୍କୁ ପୁଣିଥରେ ବଳିଦେବା ନିମନ୍ତେ କହିଲେ ସୁଦ୍ଧା ସେ ଈଶ୍ଵରଙ୍କ ଆଜ୍ଞାବହ ହେଉଛନ୍ତି ନା ନାହିଁ ତାହା ଦେଖିବା ନିମନ୍ତେ ଚାହିଁଲେ । ରହିଯାଅ!

ବାଳକକୁ କିଛି କ୍ଷତ କରନାହିଁ!

ଈଶ୍ଵର ଇସ୍‍ହାକକୁ ରକ୍ଷା କଲେ ଏବଂ ତାଙ୍କୁ ଅବ୍ରହାମ ବଧ କରିବାରୁ ରକ୍ଷା କଲେ ।

ତୁମ୍ଭେ ମୋତେ ଭୟ କରୁଅଛ

ଅବ୍ରହାମ ଈଶ୍ଵରଙ୍କୁ ଭୟ କରୁଥିଲେ, ଯାହା ଈଶ୍ଵରଙ୍କ ପ୍ରତି ଆଦର ଓ ଭକ୍ତିକୁ ଅନ୍ତର୍ଭୁକ୍ତ କରେ । ଏହି ସମସ୍ତ କାରଣ ଯୋଗୁଁ, ସେ ଈଶ୍ଵରଙ୍କର ଆଜ୍ଞାବହ ହେଲେ ।

ତୁମ୍ଭର ଏକମାତ୍ର ପୁତ୍ର

ଇଶ୍ମାଏଲ ମଧ୍ୟ ଅବ୍ରହାମଙ୍କର ପୁତ୍ର ଥିଲେ, କିନ୍ତୁ ଇସ୍‍ହାକ ଅବ୍ରହାମ ଓ ସାରାଙ୍କର ଏକମାତ୍ର ପୁତ୍ର ଥିଲେ । ଇସ୍‍ହାକଙ୍କ ସହିତ ଈଶ୍ଵରଙ୍କର ନିୟମ ବା ଚୁକ୍ତି ରହିଥିଲା, ଏବଂ କେବଳ ଇସ୍‍ହାକଙ୍କ ଦ୍ଵାରା ଈଶ୍ଵର ତାହାଙ୍କ ପ୍ରତିଜ୍ଞା ସଫଳ କରିବେ ।