or_obs-tn/content/04/08.md

580 B

ଅନେକ ବର୍ଷ

ଅବ୍ରାମଙ୍କର ପୁତ୍ର ହେବ ବୋଲି ଈଶ୍ଵର ପ୍ରଥମଥର ପ୍ରତିଜ୍ଞା କରିବାର ସମୟରୁ ଅନେକ ବର୍ଷ ବିତିଯାଇଥିଲା ।

ଆକାଶର ତାରାଗଣ ପରି

ଏହି ପରିପ୍ରକାଶ ବୁଝାଏ ଯେ ଅବ୍ରାମଙ୍କର ବଂଶଧର ଏପରି ଅନେକ ହେବେ ଯେ ସେମାନଙ୍କୁ କୌଣସି ବ୍ୟକ୍ତି ଗଣିପାରିବେ ନାହିଁ ।