or_tw/bible/other/sheep.md

4.1 KiB
Raw Permalink Blame History

ମେଣ୍ଢୀ, ମେଣ୍ଢା, ମେଷ, ମେଣ୍ଢାଶାଳ, ମେଷର ଲୋମଚ୍ଛେଦକଗଣ, ଛାଗଚର୍ମ

ପରିଭାଷା:

“ମେଷ ”ଏକ ମଧ୍ୟବିତ୍ତ ପ୍ରାଣୀ ଅଟେ ଏହା ଚାରି ଗୋଡବିଶିଷ୍ଟ ଅଟେ  ଓ ଏହା ଶରୀର ଲୋମପୂର୍ଣ୍ଣ ଅଟେ । “ମେଷ” ଶବ୍ଦ ବହୁବଚନ ଅଟେ ।

  • ମେଷର ଛୁଆକୁ “ଶାବକ” କୁହାଯାଏ ।
  • ଇସ୍ରାଏଲ ଲୋକମାନେ ମେଷକୁ ବଳିଦାନ ପାଇଁ ବ୍ୟବହାର କରୁଥିଲେ ବିଶେଷକରି ମେଣ୍ଢାକୁ  ।
  • ଲୋକମାନେ ମେଷର ମାଂସ ଭୋଜିନ କରୁଥିଲେ ଏବଂ ସେମାନଙ୍କର ଲୋମରୁ ବସ୍ତ୍ର ଓ ଅନ୍ୟାନ୍ୟ ପଦାର୍ଥ ପ୍ରସ୍ତୁତ କରୁଥିଲେ ।
  • ମେଷମାନେ ଦୁର୍ବଳ ଏବଂ ନିରିହ ଅଟନ୍ତି । ସେମାନେ ଖୁବ୍ ଶୀଘ୍ର ଏଣେତେଣେ ହୁଅନ୍ତି ସେମାନେ ପଥ ଦେଖିବା, ସୁରକ୍ଷିତ ଦେବା ଏବଂ ଖାଦ୍ୟ, ପାନୀୟ, ଆଶ୍ରୟ ସ୍ଥଳୀ ଯୋଗାଇବା ନିମନ୍ତେ ମେଷ ପାଳକ ଆବଶ୍ୟକ କରନ୍ତି ।
  • ବାଇବେଲରେ ଲୋକମାନଙ୍କୁ ମେଷ ସହ ତୁଳନା କରାଯାଇଛି ଯାହାଙ୍କର ଈଶ୍ଵର ହିଁ ପ୍ରତିପାଳକ ଅଟନ୍ତି ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ: ଇସ୍ରାଏଲମେଷ ଶାବକବଳିଦାନମେଷପାଳକ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • ୯:୧୨ ଦିନେ ମୋଶା ମେଷ ଚରାଇବା ସମୟରେ, ସେ ଏକ ଜଳୁଥିବା  ବୁଦା ଦେଖିଲେ ।
  • ୧୭: ବେଥଲିହିମ ନଗରରୁ ଦାଉଦ ମେଷ, ପାଳକଥିଲେ ଭିନ୍ନ୍ ଭିନ୍ନ୍ ସମୟରେ ସେ ତାଙ୍କ ପିତାଙ୍କ __ମେଷ__ମାନଙ୍କର ଯତ୍ନ ନେଉଥିଲେ, ଦାଉଦ ଉଭଯ ଗୋଟିଏ ସିଂହ ଏବଂ ଭାଲୁକୁ ବଧ କରିଥିଲେ ଯିଏ ମେଷମାନଙ୍କୁ ଆକ୍ରମଣ କରୁଥିଲେ ।
  • ୩୦:୩ ଯୀଶୁଙ୍କ ଏହି ଲୋକମାନେ __ମେଷ__ପାଳକ ବିହୀନ ଥିଲେ ।
  • ୩୮:୮ ଯୀଶୁ କହିଲେ,  “ତୁମ୍ଭେମାନେ ସମସ୍ତେ ଆଜି ରାତ୍ରୀରେ ମୋତେ ପରିତ୍ୟାଗ କରିବ । ଏହା ଲେଖା ଅଛି, ‘ମୁଁ ମେଷ ପାଳକଙ୍କୁ ଆଘାତ କରିବି ଏବଂ ସମସ୍ତ ମେଷ ଛିନ୍ନ ଭିନ୍ନ ହେବେ ।“’

ଶବ୍ଦବିନ୍ୟାସ:

  • Strongs: H0352, H1494, H1798, H2169, H3104, H3532, H3535, H3733, H3775, H5739, H5763, H6260, H6629, H6792, H7353, H7462, H7716, G41650, G42620, G42630