or_tw/bible/other/reap.md

2.7 KiB

ଶସ୍ୟ କାଟିବା, ଶସ୍ୟ କାଟିବା ବିଷୟଗୁଡିକ, ଶସ୍ୟ କଟାଯାଇଛି, ଶସ୍ୟ କଟାଳି, ଶସ୍ୟ କଟାଳିମାନେ, ଶସ୍ୟକଟାଯାଉଛି

ସଂଜ୍ଞା:

“ଶସ୍ୟ କାଟିବା” ଅର୍ଥ ଅମଳ ନିମନ୍ତେ ଥିବା ଶସ୍ୟଗୁଡିକ କାଟିବା; ଯଥା, ଶସ୍ୟର ଫଳ ବା ବୀଜ I ଜଣେ “କଟାଳି” ଅର୍ଥ ଯିଏ ଫସଲର ଶସ୍ୟ ଅମଳ କରେ I

  • ସାଧାରଣତଃ ଶସ୍ୟ କଟାଳିମାନେ ହାତ ସାହାଯ୍ୟରେ ଶସ୍ୟ ଅମଳ କରିଥାନ୍ତି; ସେମାନେ ଗୋଟିଏ ଧାରୁଆ କାଟିବା ଯନ୍ତ୍ର ସାହାଯ୍ୟରେ ଗଛକୁ ଉପାଡ଼ିଥାଆନ୍ତି ବା ସେଗୁଡିକୁ କାଟିଥାଆନ୍ତି I
  • ଶସ୍ୟ ଅମଳ କରିବା ଚିନ୍ତାଧାରା ଅନେକ ସମୟରେ ଆଳଙ୍କାରିକ ଭାବରେ ଲୋକମାନଙ୍କୁ ଯୀଶୁଙ୍କ ସୁସମାଚାର ସମ୍ପର୍କରେ କହିବା ଏବଂ ସେମାନଙ୍କୁ ଈଶ୍ୱରଙ୍କ ପରିବାର ମଧ୍ୟକୁ ଆଣିବା ବିଷୟକୁ ସୂଚାଇଥାଏ I
  • ଏହି ଭାବ ପ୍ରକାଶକ ପଦ ମଧ୍ୟ ଆଳଙ୍କାରିକ ଭାବରେ ଜଣେ ବ୍ୟକ୍ତିର କାର୍ଯ୍ୟକଳାପଗୁଡିକରୁ ଘଟିଥିବା ପରିଣାମଗୁଡିକୁ ସୂଚାଇଥାଏ; ଯଥା, ଯିଏ ଯାହା ବୁଣିବ, ତାହା ହିଁ କାଟିବ”I (ଦେଖ: ରୂପକ)
  • “କାଟିବା” ଏବଂ “କଟାଳି”କୁ ଅନୁବାଦ କଲାବେଳେ “ଶସ୍ୟ ଅମଳ” ଏବଂ “ଶସ୍ୟ ଅମଳକାରୀ” (କିମ୍ୱା “ଶସ୍ୟଅମଳକାରୀ ବ୍ୟକ୍ତି”) ପଦକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇପାରେ I

(ଆହୁରି ମଧ୍ୟ ଦେଖ: ସୁସମାଚାର, ଶସ୍ୟ ଅମଳ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H4672, H7114, H7938, G270, G2325, G2327