or_tw/bible/other/melt.md

3.1 KiB

ତରଳିବା, ତରଳିଲା, ତରଳୁ ଅଛି, ତରଳେ, ତରଳି ଯାଇଛି

ତଥ୍ୟ:

“ତରଳିବା” ଶବ୍ଦ ତାହାକୁ ଦର୍ଶାଏ ଯେତେବେଳେ କିଛି ବସ୍ତୁ ଗରମ ହେଲେ ତରଳ ପଦାର୍ଥ ହୋଇଯାଏ I ଏହା ସାଙ୍କେତିକ ଭାବାର୍ଥରେ ମଧ୍ୟ ବ୍ୟବହୃତ ହୁଏ I ଯାହା ତରଲୀ ଯାଇଛି ତାହାକୁ “ତରଳି ସରିଛି ବୋଲି ବ୍ୟାଖ୍ୟା କରାଯାଏ I

  • ଅଲଗା ଅଲଗା ପ୍ରକାର ଧାତୁ ଗରମ କଲେ ତରଳିଯାଏ ଓ ତା ପରେ ତାହାକୁ ଧାଂଚାରେ ଢାଳି ଅଲଗା ବସ୍ତୁ ଯେପରି କି ଅସ୍ତ୍ର ଓ ମୂର୍ତ୍ତି ନିର୍ମାଣ କରାଯାଏ I

ଅଭିବ୍ୟକ୍ତି “ତରଳିବା ଧାତୁ” ଯେଉଁ ଧାତୁ ତରଲୀଯାଏ ତାହାକୁ ଦର୍ଶାଏ I

  • ଯେତେବେଳେ ଏକ ମହମ ବତୀ ଜଳେ, ଏହାର ମହମ ଜଲେ ଓ କ୍ଷରୀ ପଡ଼େ I

ପୁରାତନ ସମୟରେ, ଚିଠି ସବୁକୁ ମୋହରଯୁକ୍ତ କରିବା ପାଇଁ ଚିଠିର ଧାରରେ ଟିକିଏ ମହମ ତରଳାଇ ଧଳା ଯାଉଥିଲା I

  • “ତରଳିବା”ର ସାଙ୍କେତିକ ରୁପ ଦେଲେ ଏହାର ଅର୍ଥ ସରଳ ଓ ଦୁର୍ୱଳ, ମହମ ପରି I
  • ଅଭିବ୍ୟକ୍ତି “ତାହାଙ୍କର ହୃଦୟ ତରଳି ଯିବ “ଏହାର ଅର୍ଥ ହେଉଛି “ଡର ହେତୁ ସେମାନେ ଅତି ଦୁର୍ୱଳ ହୋଇ ଯିବେ “I
  • ଆଉ ଏକ ସାଙ୍କେତିକ ଅଭିବ୍ୟକ୍ତି “ସେମାନେ ତରଲୀ ଯିବେ “ଏହାର ଅର୍ଥ ହେଉଛି ସେମାନେ ବଳ ପୂର୍ବକ ବାହାର କରା ଯିବେ କିଅବା ସେମାନେ ଦୁବଲା ହୋଇ ହାରୀ ଯିବେ “ହୁଏ I
  • “ତରଳିବା “ର ଆକ୍ଷରିକ ଅର୍ଥ ହେଉଛି “ତରଳ ପଦାର୍ଥ ହେବା” କିଅବା “ତରଳିକୃତ କରିବା “କିଅବା “ତରଳ କରିବା ର କାରଣ ହେବା” I
  • ଅଲଗା ପ୍ରକାରେ ଅନୁବାଦ କଲେ ସାଙ୍କେତିକ ଅର୍ଥ “ତରଳିବା” କୁ “ସରଳ ହେବ” କିଅବା “ଦୁର୍ୱଳ” କିଅବା “ହାରୀ ଯିବା” ହୁଏ I

(ଆହୁରି ଦେଖନ୍ତୁ: ହୃଦୟ, ମିଥ୍ୟା ଇଶ୍ୱର, ରୁପ, ମୋହର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1811, H2003, H2046, H3988, H4127, H4529, H4541, H4549, H5140, H5258, H5413, H6884, H8557, G3089, G5080