or_tw/bible/other/humiliate.md

2.4 KiB

ଅପମାନ କରିବା, ଅପମାନ କରିଲେ, ଆପମାନିତ

ତଥ୍ୟ:

“ଅପମାନ କରିବା” ଶବ୍ଦ ର ଅର୍ଥ କାହାକୁ ଲଜ୍ଜିତ କରିବା କିଅବା ନିଚା ଦିଖାଇବା I ଏହା ସାଧାରଣତଃ ସର୍ୱସାଧାରଣରେ ହୁଏ I କାହାକୁ ଲଜ୍ଜିତ କରିବାର କର୍ମ ହିଁ “ଅପମାନିତ” ଅଟେ I

  • ଯେତେବେଳେ ପରମେଶ୍ୱର କାହାକୁ ନମ୍ର କରନ୍ତି ତାହାର ଅର୍ଥ ହେଲା ସେ ଏକ ଗର୍ବି କୁ ନିଷ୍ଫଳତା ଅନୁଭବ କରାନ୍ତି ସେ ଗର୍ବିତ ଜୀବନରୁ ଉପରକୁ ଉଠେ I

ଏହା କାହାକୁ ଆପମାନ କରିବାଠାରୁ ଅଲଗା ଅଟେ, ଯାହା କେଉଁ ବ୍ୟକ୍ତି କୁ ଆଘାତ ପହଂଚାଇବାକୁ କରାଯାଏ I

  • “ଅପମାନ କରିବାକୁ “କୁ “ଲଜ୍ଜିତ କରିବା” କିଅବା “ଲଜ୍ଜିତ ର କାରଣ ହେବା” କିଅବା “କିଅବା “ଅତି ଲଜ୍ଜିତ କରାଇବା “ରୂପରେ ଅନୁବାଦ କରାଯାଇପାରେ I
  • ପୃଷ୍ଠଭୂମି ଉପରେ ନିର୍ଭର କରି, ଅଲଗା ପ୍ରକାର ଅନୁବାଦ କଲେ “ଅପମାନିତ “କୁ “ଲଜ୍ଜା” କିଅବା “ନୀଚ କରିବା “ନିଚା ଦେଖିବା” ହୁଏ I

(ଆହୁରି ଦେଖନ୍ତୁ: ନିଚା ଦେଖିବା, . ନମ୍ର, . ଲଜ୍ଜା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H937, H954, H1421, H2778, H2781, H3001, H3637, H3639, H6030, H6031, H6256, H7034, H7043, H7511, H7817, H8216, H8213, H8217, H8589, G2617, G5014