or_tw/bible/other/drinkoffering.md

2.6 KiB

ପେୟ ନୈବେଦ୍ୟ

ସଂଜ୍ଞା:

ଏକ ପେୟ ନୈବେଦ୍ୟ ଈଶ୍ୱରଙ୍କୁ ଗୋଟିଏ ବଳିଥିଲା ଯାହା ଏକ ବେଦି ଉପରେ ମଦ୍ୟ ଢାଳିବା ଅନ୍ତର୍ଭୁକ୍ତ ହେଲା । ଏହା ଏକ ଧୂପ ବଳି ଏବଂ ଏକ ଶସ୍ୟ ବଳି ସହ ଏକାଠି ବହୁବାର ଉତ୍ସର୍ଗ ହେଲା ।

  • ପାଉଲ ତା’ଙ୍କ ଜୀବନକୁ ଏକ ପେୟ ନୈବେଦ୍ୟ ପରି ଢାଳିବା ପରି ବିଷୟକୁ ବୁଝାଏ ।

ଏହାର ଅର୍ଥ ଯେ ସେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ଏବଂ ଈଶ୍ୱରଙ୍କୁ ସେବା କରିବାକୁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତଥିଲେ ।

  • ଯୀଶୁଙ୍କ କ୍ରୁଶ ଉପରେ ମୃତ୍ୟୁ ସର୍ୱୋତ୍ତମ ପେୟ ନୈବେଦ୍ୟଥିଲା, ଯେପରି ତା’ଙ୍କ ରକ୍ତ ଆମ୍ଭମାନଙ୍କର ପାପଗୁଡିକ ପାଇଁ କ୍ରୁଶ ଉପରେ ଢାଳିଲେ ।

ଅନୁବାଦ ପ୍ରସ୍ତାବ ବିଷୟଗୁଡିକ:

  • ଏହି ଶବ୍ଦ “ଦ୍ରାକ୍ଷାରସର ବଳି” ଅନ୍ୟ ମାର୍ଗରେ ମଧ୍ୟ ଅନୁବାଦ କରିପାରିବା ।
  • ଯେତେବେଳେ ପାଉଲ କହନ୍ତି “ପେୟ ନୈବେଦ୍ୟ ପରି ଢାଳିଲି” ଏହି ରୂପେ ମଧ୍ୟ ଅନୁବାଦ କରିପାରିବା ଯେପରି “ମୁଁ ଲୋକମାନଙ୍କୁ ଈଶ୍ୱରଙ୍କର ସମ୍ୱାଦ ଶିକ୍ଷା ଦେବାକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ ହେଲି, ସେପରି ଏକ ମଦ୍ୟର ବଳି ବେଦି ଉପରେ ସମ୍ପୂର୍ଣ୍ଣ ରୂପେ ଢଳାଗଲା ।

(ପୁନଶ୍ଚ ଦେଖନ୍ତୁ: ଧୂପ ବଳି, ଶସ୍ୟ ବଳି)

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: H5257, H5261, H5262