or_tw/bible/other/destroyer.md

3.2 KiB

ବିନାଶ, ବିନାଶ ହେବା, ବିନାଶ ହେଲେ, ବିନାଶକାରୀ, ବିନାଶକାରୀଗଣ, ବିନାଶ ହେଉଛି

ସଂଜ୍ଞା:

କିଛି ବିଷୟ ବିନାଶ ହେବାକୁ ଏହାକୁ ସମ୍ପୂର୍ଣ୍ଣରୂପେ ଗୋଟିଏ ଶେଷ କରିବାକୁ ହେବ, ଯେପରି ଏହା କୌଣସି ପ୍ରକାରେ ରହିବ ନାହିଁ ।

  • “ବିନାଶକାରୀ” ଶବ୍ଦଟିର ଆକ୍ଷରିକ ଅର୍ଥ “ବ୍ୟକ୍ତି ଯିଏକି ବିନଷ୍ଟ କରେ ।”
  • ଏହି ଶବ୍ଦ ବହୁବାର ପୁରାତନ ନିୟମରେ ବ୍ୟବହୃତ ହୋଇଥାଏ ଯେପରି ଯେକେହି ଏକ ସାଧାରଣ ଉଲ୍ଲେଖ ଭାବେ ଯିଏକି ଅନ୍ୟ ଲୋକମାନଙ୍କୁ ବିନଷ୍ଟ କରେ, ଯାହାକି ଏକ ଆକ୍ରମଣକାରୀ ସୈନ୍ୟଦଳ ।
  • ଯେତେବେଳେ ଈଶ୍ୱର ମିସରରେ ସମସ୍ତ ପ୍ରଥମ ଜାତ ପୁଂସନ୍ତାନମାନଙ୍କୁ ସଂହାର କରିବାକୁ ଦୂତକୁ ପଠାଇଲେ, ସେହି ଦୂତ “ପ୍ରଥମ ଜାତର ବିନାଶକାରୀ” ରୂପେ ସୂଚୀତ ହେଲେ ।

“ଜଣେ(ବା ଦୂତ) ଯିଏକି ପ୍ରଥମ ଜାତ ପୁଂସନ୍ତାନମାନଙ୍କୁ ସଂହାର କଲା” ଏହିରୂପେ ଅନୁବାଦ କରାଯାଇପାରିବ ।

  • ଅନ୍ତିମ ସମୟରେ ପ୍ରକାଶିତ ପୁସ୍ତକରେ, ଶୟତାନ ବା ଅନ୍ୟ ପ୍ରକାର ମନ୍ଦ ଆତ୍ମା “ବିନାଶକାରୀ” ବୋଲି କୁହାଯାଏ ।

ସେ “ଜଣେ ଯିଏ ବିନାଶ କରେ” ଅଟେ କାରଣ ତା’ର ଉଦ୍ଦେଶ୍ୟ ବିନାଶ କରିବାକୁ ଏବଂ ସମସ୍ତ ଈଶ୍ୱରଙ୍କ ସୃଷ୍ଟକୁ ନଷ୍ଟ କରିବା ।

(ପୁନଶ୍ଚ ଦେଖନ୍ତୁ: ଦୂତ, ମିସର, ପ୍ରଥମ ଜାତ, ନିସ୍ତାର ପର୍ୱ)

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: H6, H7, H622, H398, H1104, H1197, H1820, H1942, H2000, H2015, H2026, H2040, H2254, H2255, H2717, H2718, H2763, H2764, H3238, H3341, H3381, H3423, H3582, H3615, H3617, H3772, H3807, H4191, H4199, H4229, H4591, H4889, H5218, H5221, H5307, H5362, H5420, H5422, H5428, H5595, H5642, H6789, H6979, H7665, H7667, H7703, H7722, H7760, H7843, H7921, H8045, H8074, H8077, H8316, H8552, G355, G396, G622, G853, G1311, G1842, G2049, G2506, G2507, G2647, G2673, G2704, G3089, G3645, G4199, G5351, G5356