or_tw/bible/other/chiefpriests.md

2.7 KiB
Raw Permalink Blame History

ପ୍ରଧାନ ଯାଜକ

ସଂଜ୍ଞା:

ଯୀଶୁ ପୃଥିବୀରେ ଥିବା ବେଳେ ଯିହୁଦୀମାନଙ୍କର ଧାର୍ମିକ ଗୁରୁ ପ୍ରଧାନ ଯାଜକମାନେଥିଲେ

  • ମନ୍ଦିରରେ ଉପାସନା ନିମନ୍ତେ ସମସ୍ତ ବିଷୟ ଆୟୋଜନ କରିବା ଦଦାୟିତ୍ୱ ପ୍ରଧାନ ଯାଜକମାନଙ୍କରଥିଲା

ଏବଂ ଯେଉଁ ଅର୍ଥ (ଟଙ୍କା) ମନ୍ଦିରକୁ ଆସୁଥିଲା ତାହାର ଦଦାୟିତ୍ୱ ମଧ୍ୟ ଏମାନଙ୍କରଥିଲା

  • ସେମାନେ ସାଧାରଣ ଯାଜକମାନଙ୍କଠାରୁ ଉଚ୍ଚ ପଦବୀରେଥିଲେ

କେବଳ ପ୍ରାଧାନ ଯାଜକଙ୍କର ଅଧିକ ଅଧିକାରଥିଲା

  • ସେହି ପ୍ରାଧାନ ଯାଜକମାନଙ୍କ ମଧ୍ୟରୁ କେତେଜଣ ଯୀଶୁଙ୍କର ଶତ୍ରୁଥିଲେ ଓ ସେମାନେ ଦୃଢତାର ସହିତ ରୋମର ସୈନିକମାନଙ୍କୁ ଯୀଶୁଙ୍କୁ ବନ୍ଦୀ ଓ ମାରିବା ନିମନ୍ତେ ପ୍ରଭାବିତ କରୁଥିଲେ

ଅନୁବାଦ କରିବା ନିମନ୍ତେ ଉପଦେଶ ଗୁଡିକ:

  • “ପ୍ରାଧାନ ଯାଜକ” ଶବ୍ଦକୁ ମଧ୍ୟ “ମୁଖ୍ୟ ଯାଜକ” କିମ୍ୱା “ଆଗଧାଡିର ଯାଜକ” ନତୁବା “ଯାଜକମାନଙ୍କର ମୁଖ୍ୟ” ଭାବରେ ଅନୁବାଦ କରିହେବ
  • ଏହି ଶବ୍ଦ ସମୟ ସମୟରେ “ପ୍ରାଧାନ ଯାଜକ” ଭିନ୍ନ ଭାବରେ ଅନୁବାଦ କରାଯାଇପାରେ

(ଦେଖ: ମୁଖ୍ୟ, ପ୍ରାଧାନ ଯାଜକ, ଯିହୁଦୀ ନେତା, ଯାଜକ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H3548, H7218, G749