or_tw/bible/other/jewishleaders.md

6.2 KiB
Raw Permalink Blame History

ଯିହୁଦୀ ଅଧିକାରୀ, ଯିହୁଦୀ ନେତା

ତଥ୍ୟ:

“’ଯିହୁଦୀ ଅଧିକାରୀ” ଓ “ଯିହୁଦୀ ନେତା” ଶବ୍ଦମାନ ଧାର୍ମିକ ନେତାଗଣ କୁ ସମ୍ବୋଧିତ କରେ ଯେପରିକି ଯାଜକଗଣ ଓ ପରମେଶ୍ୱରଙ୍କର ବ୍ୟବଶ୍ତା ର ଶିକ୍ଷକ ଗଣ I ସେମାନଙ୍କ ପାଖରେ ଧର୍ମ କର୍ମ ବାହାର ର କାମ ବିଷୟରେ ମଧ୍ୟ ନ୍ୟାୟ କରିବାକୁ ଅଧିକାର ଅଛି I

  • ମହାଯାଜକ, ମୁଖ୍ୟ ଯାଜକଗଣ ଓ ଶାସ୍ତ୍ରୀଗଣ (ପରମେଶ୍ୱରଙ୍କ ବ୍ୟବସ୍ଥାର ର ଶିକ୍ଷକଗଣ) କୁ ଯିହୁଦୀ ନେତା କୁହାଯାଏ I
  • ଯିହୁଦୀ ନେତାମାନଙ୍କର ଦୁଇ ସମୁହ ହେଲେ ଫରୁସୀ ଓ ସାଧୁକୀ I
  • ସତୁରୀ ଯିହୁଦୀ ନେତା ଯିରୁଶାଲାମ ପରିଷଦରେ ଏକତ୍ରିତ ହୋଇ ବ୍ୟବସ୍ଥା ବିଷୟରେ ନ୍ୟାୟ କରନ୍ତି I
  • ଅନେକ ଯିହୁଦୀ ନେତା ଅଭିମାନୀଥିଲେ ଓ ଭାବୁଥିଲେ କି ସେମାନେ ଧାର୍ମିକ ଅଟନ୍ତି I

ସେମାନେ ଯୀଶୁଙ୍କ ଉପରେ ହିଂଶା କରୁଥିଲେ ଓ ତାହାଙ୍କୁ ହାନୀ କରିବାକୁ ଭାବୁଥିଲେ I ସେମାନେ ପରମେଶ୍ୱର କୁ ଜାଣିଛନ୍ତି ବୋଲି ଦାବି କରନ୍ତି କିନ୍ତୁ ତାହାଙ୍କର ଆଜ୍ଞାକାରୀ ହୁଅନ୍ତି ନାହିଁ I

  • ଅନେକ ସମୟରେ ବାକ୍ୟାଂଶ “ଯିହୁଦୀମାନେ “ଯିହୁଦୀ ନେତାମାନଙ୍କୁ ଦର୍ଶାଏ ବିଶେଷ କରି ଏହି ପୃଷ୍ଠଭୂମିରେ ଯାହା ସେମାନେ ଯୀଶୁଙ୍କ ଉପରେ କ୍ରୋଧ କରୁଥିଲେ ଓ ତାହାଙ୍କୁ ଦ୍ୱିବିଧାରେ ଧାଳୁଥିଲେ ଓ ହାନୀ କରିବାକୁ ଚାହୁଁଥିଲେ I
  • ଏହି ଶବ୍ଦ ସବୁ କୁ “ଯିହୁଦୀ ଶାସକ” କିଅବା “ଲୋକମାନେ ଯେ ଯିହୁଦୀ ଲୋକଙ୍କ ଉପରେ ଶାସନ କରନ୍ତି” କିଅବା “ଯିହୁଦୀ ଧାର୍ମିକ ନେତା” ରୂପରେ ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ଯିହୁଦୀ, ମହାଯାଜକ, ପରିଷଦ, ମୁଖ୍ୟ ଯାଜକ, ଫାରୁସୀ, ଯାଜକ, ସଦୁକୀ, ଶାସ୍ତ୍ରୀ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • ୨୪:୦୩ ଅନେକ __ଧାର୍ମିକ ନେତା__ମାନେ ମଧ୍ୟ ଯୋହନଙ୍କ ପାଖକୁ ଆସି ବାପ୍ତିସ୍ମ ନେଲେ କିନ୍ତୁ ସେମାନେ ଅନୁତାପ କଲେ ନାହିଁ କି ପାପର ସ୍ୱୀକାରକଲେ ନାହିଁ I
  • ୩୭:୧୧ କିନ୍ତୁ __ଯିହୁଦୀମାନଙ୍କର ଧାର୍ମିକ ନେତାମାନେ __ହିଂଶା କଲେ, ତେଣୁ ସେମାନେ ଏକତ୍ରିତ ହୋଇ ଯୋଜନା କଲେ କି କିପରି ଯୁଶୁ ଓ ଲାଜାର କୁ ହତ୍ୟା କରିବେ I
  • ୩୮: ସେ (ଯିହୁଦା) ଜାଣିଲା ଯେ __ଯିହୁଦୀ ନେତାମାନେ__ଯୀଶୁଙ୍କୁ ସ୍ୱୀକାରକରନ୍ତି ନାହିଁ କି ସେ ମସିହା ଓ ସେମାନେ ଷଢ଼ଯନ୍ତ୍ର କଲେ କି ତାହାଙ୍କୁ କିପରି ହତ୍ୟା କରିବେ I
  • [୩୮:୦୩] ମହା ଜାଜକର ନେତୃତ୍ୱରେ __ଯିହୁଦୀ ନେତାମାନେ__ଯୀଶୁଙ୍କୁ ବିଶ୍ୱାସ ଘାତ କରିବାକୁ ୩୦ ଟି ରୁପା ମୁଦ୍ରା ଦେଲେ I
  • ୩୯:୦୫ ଯିହୁଦୀ ନେତାମାନେ ସମସ୍ତେ ଯୀଶୁଙ୍କୁ ଉତ୍ତର ଦେଲେ, “ସେ ମରିବାର ଯୋଗ୍ୟ ଅଟେ” !
  • ୩୯:୦୯ ତା ପର ଦିନ ସଖାଲେ, ଯିହୁଦୀ ନେତାମାନେ ଯୀଶୁଙ୍କୁ ରୋମୀୟ ରାଜ୍ୟପାଳ ପିଲାତଙ୍କ ପାଖକୁ ଆଣିଲେ I
  • ୩୯:୧୧ କିନ୍ତୁ ଯିହୁଦୀ ନେତାମାନେ ଓ ଭିଡ଼ ଚିତ୍କାର କରି କହିଲେ, “ତାହାଙ୍କୁକ୍ରୁଶାର୍ପିତ କର” I
  • [୪୦:୦୯] ପରେ ଯୋଷେଫ ଓ ନିକଡିମାସ, ଦୁଇଜଣ ଯିହୁଦୀ ନେତାମାନେ ଯେଉଁମାନେ ଯୀଶୁଙ୍କୁ ମସିହା ବୋଲି ବିଶ୍ୱାସ କରୁଥିଲେ ପିଲାତକୁ ଯୀଶୁଙ୍କ ଶରୀର ମାଗିଲେ I
  • ୪୪:୦୭ ତା ପର ଦିନ ଯିହୁଦୀ ନେତାମାନେ ପିତର ଓ ଜହୋନକୁ ମହାଯାଜକ ନିକଟକୁ ଆଣିଲେ ଓ ଅନ୍ୟ ଧାର୍ମିକ ନେତାମାନେ ମଧ୍ୟ I

ବୋର୍ଡ ଡାଟା :

  • Strong's: G2453