or_tw/bible/other/assign.md

3.2 KiB
Raw Permalink Blame History

ସମର୍ପଣ, ସମର୍ପିତ, ସମର୍ପଣ କରୁଅଛି, ମୂଲ୍ୟାୟନ କରିବା, ମୂଲ୍ୟାୟନ କରିବା ବିଷୟ, ପୁନର୍ୱାର ନିର୍ଦ୍ଧାରଣ କରିବା

ତଥ୍ୟମାନ:

“ସମର୍ପଣ” କିମ୍ୱା “ସମର୍ପିତ” ଶବ୍ଦ “ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ କରିବା ନିମନ୍ତେ ଏକ ବ୍ୟକ୍ତିଙ୍କୁ ନିଯୁକ୍ତି କରିବା” କିମ୍ୱା “ଏକ ବ୍ୟକ୍ତିଙ୍କୁ ଜଣେ କିମ୍ୱା ଅନେକ ଲୋକଙ୍କୁ ଯୋଗାଇବା ନିମନ୍ତେ ନିର୍ଦ୍ଧଷ୍ଟ କରିବା”କୁ ଦର୍ଶାଏ I

  • ଭବିଷ୍ୟତବକ୍ତା ଶାମୁୟେଲ ପୂର୍ବରୁ କହିଥିଲେ ଯେ, ସେନାରେ ସେବା କରିବା ନିମନ୍ତେ ଶାଉଲ ରାଜା ଇସ୍ରାଏଲର ଉତ୍ତମ ଯୁବା ବ୍ୟକ୍ତି ନିଯୁକ୍ତି କରିବାରଥିଲା I
  • ମୋଶା ଇସ୍ରାଏଲର ପ୍ରତ୍ୟୋକ ବାର ଗୋଷ୍ଠୀ ଜୀବନଯାପନ କରିବା ନିମନ୍ତେ କିଣାନ ଦେଶର ଏକ ଭାଗକୁ “ସମର୍ପଣ” କଲେ I
  • ପୁରାତନ ନୀୟମ ଅନୁଯାୟୀ, ଇସ୍ରାଏଲର କେତେକ ଗୋଷ୍ଠୀକୁ ଯାଜକ, କଳାକାର, ସଙ୍ଗୀତଜ୍ଞ, ଏବଂ ନିର୍ମାଣକାରୀ ଭାବରେ ନିଯୁକ୍ତି କରାଯାଇଥିଲା I
  • ପ୍ରସଙ୍ଗ ଅନୁଯାୟୀ “ସମର୍ପଣ”, “ଦେବା” କିମ୍ୱା “ନିଯୁକ୍ତି କରିବା” କିମ୍ୱା “କିଛି କାର୍ଯ୍ୟ ନିମନ୍ତେ ବାଛିବା” ଭାବରେ ଅନୁବାଦ କରାଯାଇପାରେ I
  • “ସମର୍ପିତ” ଶବ୍ଦ “ନିଯୁକ୍ତି ପ୍ରାପ୍ତ”, କିମ୍ୱା “କିଛି କାର୍ଯ୍ୟ ଦିଆଯାଇଥିବା ବ୍ୟକ୍ତି” ଭାବରେ ଅନୁବାଦ କରାଯାଇପାରେ I

(ଅନୁବାଦର ପ୍ରସ୍ତାବୀୟ ସୂଚନାମାନ: ନାମ ଗୁଡ଼ିକର ଅନୁବାଦ)

(ମଧ୍ୟ ଦେଖିପାରିବା: ନିଯୁକ୍ତି, ଶାମୁୟେଲ, ଶାଉଲ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H2506, H3335, H4487, H4941, H5157, H5307, H5414, H5596, H5975, H6485, H7760, G3307