or_tw/bible/names/zebedee.md

1.7 KiB
Raw Permalink Blame History

ଜେବଦୀ

ସତ୍ୟ ଘଟଣାବଳୀ:

ଜେବଦୀ ଜଣେ କେଉଟ ଥିଲେ ଯେ ଯାକୁବ ଓ ଯୋହନ ତାହାଙ୍କର ପୁତ୍ରମାନଙ୍କ ନିମନ୍ତେ ଅଧିକ ପ୍ରସିଦ୍ଧ ଅଟନ୍ତି, ଯେଉଁମାନେ ଯୀଶୁଙ୍କର ଶିଷ୍ୟଥିଲେ I ସେମାନେ ଅଧିକାଂଶ ସମୟରେ ନୂତନ ନିୟମରେ  “ଜେବଦୀର ପୁତ୍ର”ବୋଲି ପରିଚିତ I

  • ଜେବଦୀର ପୁତ୍ରମାନେ ମଧ୍ୟ କେଉଟ ଥିଲେ ଓ ତାହା ସହ ମାଛ ଧରୁଥିଲେ I
  • ଯାକୁବ ଓ ଯୋହନ ତାହାଙ୍କ ପିତା ସହିତ ମାଛ ଧରିବା କାମ ଛାଡି ଯୀଶୁଙ୍କ ଅନୁଗାମୀ ହେଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବ)

(ଶିଷ୍ୟକେଉଟଯାକୁବ (ଜେବଦୀର ପୁତ୍ର)ଯୋହନ (ପ୍ରେରିତ): ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G21990