or_tw/bible/names/vashti.md

1.4 KiB
Raw Permalink Blame History

ବଷ୍ଟି

ତଥ୍ୟ:

ପୁରାତନ ନୀୟମର ଏଷ୍ଟର ପୁସ୍ତକରେ, ବଷ୍ଟି ପାରସ ର ରାଜା ଅହସ୍ୟରସ ର ସ୍ତ୍ରୀ ଥିଲେ I

  • ଯେତେବେଳେ ରାନୀ ବଷ୍ଟି ଭୋଜିରେ ମଦ୍ୟପାନ କରୁଥିବା ଅତିଥିମାନଙ୍କ ସମ୍ମୁଖକୁ ଆସି ନିଜର ସୁନ୍ଦରତା ପ୍ରଦର୍ଶନ କରିବାକୁ ମନା କରିଦେଲେ ରାଜା ଅହସ୍ୟରସ ତାହା କୁ ଦୁରକୁ ପଠାଇ ଦେଲା I
  • ଫଳ ସ୍ୱରୂପେ, ଏକ ନୂତନ ରାଣୀ ଖୋଜିବାକୁ ଆରମ୍ଭ ହେଲା ଓ ଶେଷରେ ଏଷ୍ଟର ରାଜାର ସ୍ତ୍ରୀ ରୂପରେ ବଛା ଗଲା I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଡ଼ କରାଯାଏ)

(ଆହୁରି ଦେଖନ୍ତୁ: ଅହସ୍ୟରସ, ଏଷ୍ଟର, ପାରସ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2060