or_tw/bible/names/rabbah.md

1.4 KiB

ରବ୍ୱା

ସଂଜ୍ଞା:

ରବ୍ୱା ଅମ୍ମୋନୀୟ ଲୋକମାନଙ୍କର ସବୁଠାରୁ ମହତ୍‌ୱ୍ତ୍ୱପୂର୍ଣ୍ଣ ନଗରୀଥିଲା I

  • ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧଗୁଡିକରେ ଇସ୍ରାଏଲୀୟମାନେ ଅନେକ ସମୟରେ ରବ୍ୱାକୁ ଆକ୍ରମଣ କରୁଥିଲେ I
  • ଇସ୍ରାଏଲର ରାଜା ଦାଉଦ ତାଙ୍କର ଶେଷ ବିଜୟଗୁଡିକ ମଧ୍ୟରେ ଅନ୍ୟତମ ଭାବରେ ରବ୍ୱାକୁ କରଗତ ବା ଅଧିକାର କରିଥିଲେ I
  • ଅତୀତରେ ରବ୍ୱା ରହିଥିବା ସ୍ଥାନରେ ବର୍ତ୍ତମାନ ଆଧୁନିକ ଦିନର ନଗରୀ ଅମ୍ମାନ ଜୋର୍ଡାନ୍ ଅବସ୍ଥିତ ଅଟେ I

(ଆହୁରି ମଧ୍ୟ ଦେଖ: ଅମ୍ମୋନ, ଦାଉଦ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H7237