or_tw/bible/names/pontus.md

2.0 KiB

ପନ୍ତ

ତଥ୍ୟଗୁଡିକ

ରୋମୀୟ ସାମ୍ରାଜ୍ୟ ଏବଂ ଆଦ୍ୟ ମଣ୍ଡଳୀର ସମୟରେ ପନ୍ତ ଗୋଟିଏ ରୋମୀୟ ପ୍ରଦେଶଥିଲା I କୃଷ୍ଣ ସାଗରର ଦକ୍ଷିଣ ଉପକୂଳରେ ଏବଂ ବର୍ତ୍ତମାନ ତୁର୍କୀ କୁହାଯାଉଥିବା ଦେଶର ଉତ୍ତର ଭାଗରେ ଏହି ପନ୍ତ ଅବସ୍ଥିତ ଅଟେ I

  • ଯେ ପ୍ରକାରେ ପ୍ରେରିତ ପୁସ୍ତକରେ ଲିପିବଦ୍ଧ ହୋଇଛି, ଯେତେବେଳେ ପେନ୍ତିକଷ୍ଟ ଦିବସରେ ପବିତ୍ର ଆତ୍ମା ପ୍ରେରିତମାନଙ୍କ ଉପରେ ଅଧିଷ୍ଠାନ କଲେ, ସେତେବେଳେ ପନ୍ତ ପ୍ରଦେଶର ଲୋକମାନେ ଯିରୂଶାଲମରେ ଉପସ୍ଥିତଥିଲେ I
  • ଆକ୍ୱିଲା ନାମକ ଜଣେ ବିଶ୍ୱାସୀ ଏହି ପନ୍ତରୁ ଆସିଥିଲେ I
  • ବିଭିନ୍ନ ଅଞ୍ଚଳଗୁଡିକରେ ଛିନ୍ନଭିନ୍ନ ହୋଇଥିବା ବିଶ୍ୱାସୀମାନଙ୍କୁ ଯେତେବେଳେ ପିତର ପତ୍ର ଲେଖୁଥିଲେ, ସେ ଉଲ୍ଲେଖ କରିଥିବା ସେହି ଅଞ୍ଚଳଗୁଡିକ ମଧ୍ୟରେ ପନ୍ତ ଅନ୍ୟତମଥିଲା I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: କିପରି ନାମଗୁଡ଼ିକ ଅନୁବାଦ କରିବେ)

(ଆହୁରି ମଧ୍ୟ ଦେଖ: ଆକ୍ୱିଲା, ପେଣ୍ଟିକଷ୍ଟ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G4193, G4195