or_tw/bible/names/nathan.md

2.4 KiB
Raw Permalink Blame History

ନାଥନ

ସତ୍ୟ ଘଟଣାବଳୀ:

ନାଥନ ଈଶ୍ଵରଙ୍କର ଜଣେ ବିଶ୍ୱସ୍ତ ଭବିଷ୍ୟ‌ଦ୍‌ବକ୍ତା ଥିଲେ ଯିଏ ଦାଉଦ ଇସ୍ରାଏଲର ରାଜା ଥିବା ସମୟରେ ଜୀବିତ ଥିଲେ ।

  • ଊରୀୟ ବିରୁଦ୍ଧରେ ଦାଉଦ ପାପ କଲାପରେ ଈଶ୍ଵର  ନାଥନ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଦାଉଦଙ୍କ ନିକଟକୁ ପଠାଇଲେ ।
  • ଦାଉଦ ରାଜା ଥିଲେ ସୁଦ୍ଧା ନାଥନ ଦାଉଦଙ୍କୁ ଚେତାବନୀ ଦେଲେ ।
  • ନାଥନଙ୍କ ଚେତାବନୀ ପରେ ଦାଉଦ ତାଙ୍କର ପାପ ନିମନ୍ତେ ଅନୁତାପ କଲେ।

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଦାଉଦବିଶ୍ୱସ୍ତଭବିଷ୍ୟ‌ଦ୍‌ବକ୍ତାଊରୀୟ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ବାଇବେଲ  କାହାଣୀରୁ ଉଦାହରଣଗୁଡ଼ିକ:

  • 17:7 ଈଶ୍ଵର ଏହି ବାର୍ତ୍ତା ଦେଇ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ ଦାଉଦଙ୍କ ନିକଟକୁ ପଠାଇଲେ, “କାରଣ ତୁମ୍ଭେ ଜଣେ ଯୁଦ୍ଧର ଲୋକ, ତେଣୁ ତୁମ୍ଭେ ମୋ ପାଇଁ ଏହି ମନ୍ଦିର ନିର୍ମାଣ କରିବ ନାହିଁ ।”
  • 17:13 ଦାଉଦ ଯାହା କରିଥିଲେ, ସେଥିପାଇଁ ପରମେଶ୍ୱର ଅତ୍ୟନ୍ତ କ୍ରୋଧିତ ହେଲେ। ତେଣୁ ତାହାର ପାପ କେତେ ମନ୍ଦ ଥିଲା ତାହା କହିବାକୁ ସେ ନାଥନ୍ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇଲେ।

ଶବ୍ଦବିନ୍ୟାସ :

  • Strongs: H5416, G34810