or_tw/bible/names/manofgod.md

1.9 KiB
Raw Permalink Blame History

ଈଶ୍ୱରଙ୍କ ଜନ

ସତ୍ୟ ଘଟଣାବଳୀଗୁଡ଼ିକ:

“ଈଶ୍ୱରଙ୍କ ଜନ” ର ଅଭିବ୍ୟକ୍ତି ସଦାପ୍ରଭୁଙ୍କର ଭବିଷ୍ୟ‌ଦ୍‌ବକ୍ତାଙ୍କୁ ସମ୍ମାନ ଦର୍ଶାଇବାକୁ ଶୈଳୀ ଅଟେ I ଏହା ସଦାପ୍ରଭୁଙ୍କର ଦୂତକୁ ମଧ୍ୟ ଦର୍ଶାଏ I

  • ଯେତେବେଳେ ଏକ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ସମ୍ବୋଧିତ କରାଯାଏ, ଏହାକୁ “ମନୁଷ୍ୟ ଯେ ଈଶ୍ୱରଙ୍କର ଅଟେ “କିମ୍ବା “ମନୁଷ୍ୟ ଯେ ବଛାଯାଇ ଅଛି “କିମ୍ବା “ମନୁଷ୍ୟ ଯେ ଈଶ୍ୱରଙ୍କର ସେବା କରେ“ ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ଏକ ସ୍ୱର୍ଗ ଦୂତକୁ ସମ୍ବୋଧିତ କରାଯାଏ, ତାହା “ଈଶ୍ୱରଙ୍କର ସମ୍ୱାଦ ବାହକ “କିମ୍ବା “ତୁମ୍ଭର ଦୂତ” କିମ୍ବା “ଈଶ୍ୱରଙ୍କଠାରୁ ସ୍ୱର୍ଗରୁ ଏକ ବ୍ୟକ୍ତି ଯେ ମନୁଷ୍ୟ ପରି ଦେଖାଯାଏ“ ବୋଲି ଅନୁବାଦ କରାଯାଇପାରେ I

(ସ୍ୱର୍ଗ ଦୂତ, ସମ୍ମାନ, ଭବିଷ୍ୟ‌ଦ୍‌ବକ୍ତା ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strongs: H0376, H0430, G04440, G23160