or_tw/bible/names/leviathan.md

1.5 KiB

ଲେବିଆଥନ

ତଥ୍ୟ:

“ଲେବିଆଥନ “ଶବ୍ଦ ଏକ ବଡ଼ ଓ ଲୁପ୍ତ ହୋଇ ଯାଇଥିବା ପଶୁ କୁ ଦର୍ଶାଏ ଯାହା ଆରମ୍ଭ ର ପୁରାତନ ନିୟମରେ ଲିଖିତ ଅଛି: ଆୟୁବ. ଗୀତସଂହିତା ଓ ଯିଶାଇୟ I

  • ଲିବିଆଥାନ କୁ ସାପ ପରି ଏକ ବଡ଼ ସବଳ ଓ ଭୟାନକ ଓ ପାଣି କୁ ଉଖୁଳାଇ ଦିଏ ରୂପରେ ବ୍ୟାଖ୍ୟା କରାଯାଇଅଛି I

ଏହା ଏହି ପରି ବର୍ଣ୍ଣନା କି ଲାଗେ ଦାଇନସର I

  • ଭବିଷ୍ୟବକ୍ତା ଯିଶାଇୟ ଲେବିଆଥନ କୁ “ଧିର ଗତି ର ସର୍ପ” ରୂପରେ ଦର୍ଶାଇ ଅଛନ୍ତି I

ଆୟୁବ ଲେବିଆଥନ କୁ ଚକ୍ଷୁ ଦର୍ଶୀ ରୂପରେ ଲେକଖୀ ଅଛି ତେଣୁ ଏହି ପଶୁ ତାହା ସମୟରେ ହୋଇ ଥାଇପାରେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖାଣୁ: ଯିଶାଇୟ, ଆୟୁବ, ସାପ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3882