or_tw/bible/names/herodias.md

1.6 KiB
Raw Permalink Blame History

ହେରୋଦିଆ

ସତ୍ୟ ଘଟଣାବଳୀ:

ହେରୋଦିଆ ଯୋହନ ବାପ୍ତିଜକ ସମୟରେ ଯିହୂଦାର ହେରୋଦ ଆନ୍ତିପାର ପତ୍ନୀ ଥିଲେ I

  • ହେରୋଦିଆ ପ୍ରକୃତରେ ହେରୋଦ ଆନ୍ତିପାର ଭାଇ ଫିଲିପର ପତ୍ନୀ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ବେଆଇନ ଭାବରେ ହେରୋଦ ଆନ୍ତିପାକୁ ବିବାହ କଲେ I
  • ବାପ୍ତିଜକ ଯୋହନ ହେରୋଦ ଓ ହେରୋଦିଆକୁ ତାହାଙ୍କ ବ୍ୟବସ୍ଥା ବାହାରେ ବିବାହ ନିମନ୍ତେ ଦୋଷାରୋପ କରି କହିଲେ I ଏଥିପାଇଁ, ହେରୋଦ ଯୋହନକୁ ବନ୍ଦୀକଲେ ଓ ହେରୋଦିଆଙ୍କ ହେତୁ ଯୋହନଙ୍କ ଶିରଶ୍ଛେଦନ ହେଲା I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଆନ୍ତିପା ହେରୋଦବାପ୍ତିଜକ ଯୋହନ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G22660