or_tw/bible/names/herodantipas.md

2.7 KiB
Raw Permalink Blame History

ହେରୋଦ, ହେରୋଦ ଆନ୍ତିପା

ସତ୍ୟ ଘଟଣାବଳୀ:

ଯୀଶୁଙ୍କର ଅଧିକାଂଶ ସମୟରେ, ହେରୋଦ ଆନ୍ତିପା ରୋମୀୟ ଶାସିତ ଅଞ୍ଚଳ ଓ ଗାଲିଲୀ ଅଞ୍ଚଳରେ ଶାସନ କରୁଥିଲେ I

  • ତାହା ପିତା ମହାନ ହେରୋଦ ରାଜା ପରି ଅନ୍ତିପା ମଧ୍ୟ “ହେରୋଦ ରାଜା” ଭାବରେ ସମ୍ବୋଧିତ ହେଉଥିଲେ ଯଦିଓ ସେ ପ୍ରକୃତରେ ରାଜା ନଥିଲେ I
  • ହେରୋଦ ଅନ୍ତିପା ରୋମୀୟ ରାଜ୍ୟର ଏକ ଚତୁର୍ଥାଂଶରେ ଶାସନ କରୁଥିଲେ ତେଣୁ ତାହାଙ୍କୁ “ହେରୋଦ ସାମନ୍ତରାଜା” କୁହାଯାଉଥିଲା I ଦେଶର ଏକ ଚତୁର୍ଥାଂଶ ଶାସନ କରୁଥିବା ବ୍ୟକ୍ତିଙ୍କ ପାଇଁ “ସାମନ୍ତରାଜା” ଏକ ଆଖ୍ୟା ଥିଲା I
  • ଅନ୍ତିପା ସେହି “ହେରୋଦ” ଥିଲେ ଯିଏ ବାପ୍ତିଜକ ଯୋହନଙ୍କୁ ମୁଣ୍ଡ କାଟି ହତ୍ୟା କରିବାକୁ ଆଜ୍ଞା ଦେଇଥିଲେ I
  • ଏହି ଆନ୍ତିପା କ୍ରୁଶବିଦ୍ଧ ହେବା ପୂର୍ବରୁ ଯୀଶୁଙ୍କୁ ପ୍ରଶ୍ନ କରିଥିଲେ I
  • ନୂତନ ନିୟମରେ ଥିବା ଅନ୍ୟ ହେରୋଦମାନେ ହେଲେ ଆନ୍ତିପାଙ୍କ ପୁତ୍ର (ଆଗ୍ରିପ୍ପା) ଏବଂ ନାତି (ଆଗ୍ରିପ୍ପା 2) ଯେଉଁମାନେ ପ୍ରେରିତମାନଙ୍କ ସମୟରେ ଶାସନ କରିଥିଲେ I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(କ୍ରୁଶାର୍ପିତ, ମହାନ ହେରୋଦବାପ୍ତିଜକ ଯୋହନରାଜା,ରୋମୀୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G22640, G22650, G22670