or_tw/bible/names/golgotha.md

1.9 KiB
Raw Permalink Blame History

ଗଲ୍‌ଗଥା

ତଥ୍ୟବଳୀ:

ଗଲ୍‌ଗଥା ଏକ ସ୍ଥାନର ନାମ ଅଟେ ଯେଉଁଠାରେ ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା । ଏହା ଏକ ଆରାମିକ୍ ଶବ୍ଦ ଅଟେ ଯାହାର ଅର୍ଥ “ଖପୁରୀ” କିମ୍ବା “ଖପୁରୀର ସ୍ଥାନ” ଅଟେ ।

  • ଗଲ୍‌ଗଥା ଯିରୂଶାଲମ ସହରର ବାହାରେ, ନିକଟସ୍ଥ ଏକ ସ୍ଥାନରେ ଅବସ୍ଥିତ ଅଟେ । ଏହା ବୋଧହୁଏ ଜୀତ ପର୍ବତରେ ଅବସ୍ଥିତ ଅଟେ ।
  • ବାଇବେଲର କେତେକ ପୁରାତନ ଇଂରାଜୀ ସଂସ୍କରଣରେ, ଗଲ୍‌ଗଥାକୁ “କାଲଭରୀ” ଭାବରେ ଅନୁବାଦ କରାଯାଇଛି, ଯାହା ଲାଟିନ ଶବ୍ଦ “ଖପୁରୀ” ରୁ ଉତ୍ପନ ଅଟେ ।
  • ଅନେକ ବାଇବେଲ ସଂସ୍କରଣ ଏକ ଶବ୍ଦ ବ୍ୟବହାର କରେ ଯାହା “ଗଲ୍‌ଗଥା” ପରି ମନେହୁଏ, କାରଣ ଏହାର ଅର୍ଥ ବାଇବେଲ ପାଠ୍ୟରେ ବର୍ଣ୍ଣିତ ହୋଇସାରିଛି ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡିକ କିପରି ଅନୁବାଦ କରିବେ)

(ଏହା ମଧ୍ୟ ଦେଖନ୍ତୁ: ଆରାମ, ଜୀତ ପର୍ବତ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G11150