or_tw/bible/names/girgashites.md

1.8 KiB

ଗିର୍ଗାଶୀୟ

ତଥ୍ୟ:

ଗିର୍ଗାଶୀୟ ଏକ ଲୋକ ସମୁହ ଯେଉଁମାନେ କିଣାନ ଦେଶର ଗାଲିଲୀ ସମୁଦ୍ର ନିକଟରେ ବାସ କରୁଥିଲେ I

  • ସେମାନେ ହାମର ପୁତ୍ର କିଣାନର ବଂଶଧର ଅଟନ୍ତି ଓ “କିଣାନୀୟ “ସମୁହ ମଧ୍ୟରୁ ଏକ ଜନ ସମୁହ ଅଟନ୍ତି I

ପରମେଶ୍ୱର ଇସ୍ରାଏଲ ଲୋକଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେ ତାହାଙ୍କୁ ଗିର୍ଗାଶୀୟ ଓ ଅନ୍ୟ କିଣାନୀୟ ଲୋକ ସମୁହକୁ ହରାଇବାରେ ସାହାଯ୍ୟ କରିବେ I

  • ଅନ୍ୟ କିଣାନୀୟ ଲୋକଙ୍କ ପରି, ଗିର୍ଗାଶୀୟ ଲୋକମାନେ ମିଥ୍ୟା ଦେବତା କୁ ପୂଜା କରୁଥିଲେ ଓ ତାହାଙ୍କ ପୂଜା ବିଧି ଅନୁସାରେ ଅନୈତିକ କାମ କରୁଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: କିଣାନ, ହାମ, ନୁହ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1622