or_tw/bible/names/cornelius.md

2.1 KiB
Raw Permalink Blame History

କର୍ଣ୍ଣୀଲିୟ

ଘଟଣାବଳି:

କର୍ଣ୍ଣୀଲିୟ ଜଣେ ଅଣଯିହୁଦୀ ବ୍ୟକ୍ତିଥିଲେ, ସେ ରୋମୀୟ ସୈନ୍ୟଦଳର ଶତସେନାପତିଥିଲେ

  • ସେ ସର୍ୱଦା ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ ଏବଂ ସେ ଗରିବମାନଙ୍କୁ ବହୁତ ଦନ ଦେଉଥିଲେ
  • ଯେତେବେଳେ କର୍ଣ୍ଣୀଲିୟ ଓ ତାହାର ପରିବାର ଶୁଣିଲେ ପ୍ରେରିତ ପିତର ସୁସମାଚାର ବୁଝାଉଅଛନ୍ତି, ସେମାନେ ଯୀଶୁଙ୍କର ବିଶ୍ୱାସୀ ହେଲେ
  • କର୍ଣ୍ଣୀଲିୟ ଓ ତାଙ୍କର ସପରିବାର ହେଉଛନ୍ତି ପ୍ରଥମ ଅଣ ଯିହୁଦୀ ବିଶ୍ୱାସୀ
  • ଯୀଶୁଙ୍କର ଶିଷ୍ୟଙ୍କୁ ସ୍ପଷ୍ଟିକରଣ ହେଲା ଯେ ସେ ସମସ୍ତଙ୍କର ଉଦ୍ଧାରକର୍ତ୍ତା ଏପରିକି ଅଣଯିହୁଦୀଙ୍କର ମଧ୍ୟ

(ଅନୁବାଦ ପ୍ରସ୍ତାବ: ନାମ ଗୁଡିକର ଅନୁବାଦ)

(ଦେଖ: ପ୍ରେରିତ, ବିଶ୍ୱାସୀ, ଅଣ ଯିହୁଦୀ, ସୁସମାଚାର, ଶତ ସେନାପତି)

ବାଇଅବଲ ର ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: G2883