or_tw/bible/names/bethuel.md

1.1 KiB
Raw Permalink Blame History

ବଥୁୟେଲ

ଘଟଣାବଳି:

ବଥୁୟେଲ ଅବ୍ରହାମଙ୍କ ଭାଇ ନାହୋରଙ୍କ ପୁଅଥିଲେ ׀

  • ବଥୁୟେଲ ରିବିକା ଏବଂ ଲାବନର ବାପାଥିଲେ ׀
  • ବଥୁୟେଲ ବୋଲି ଗୋଟିଏ ସହର ମଧ୍ୟଥିଲା ଯାହାକି ଯିହୁଦାର ଦକ୍ଷିଣ ଅଞ୍ଚଳଥିଲା ଏବଂ ବେରଶେବା ଠରୁ ଦୂର ନଥିଲା ׀

ଅନୁବାଦ ର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ ହେବ

(ଦେଖନ୍ତୁ: ବେରଶେବା, ଲାବନ, ନାହୋର, ରିବିକା)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1328