or_tw/bible/names/barabbas.md

1.6 KiB
Raw Permalink Blame History

ବାରବ୍ବା

ସତ୍ୟ ଘଟଣାବଳୀ:

ଯୀଶୁ ଯେଉଁ ସମୟରେ ଗିରଫ ହେଲେ, ବାରବ୍ବା ଯିରୂଶାଲମରେ ଜଣେ ବନ୍ଦୀ ଥିଲା ׀

  • ବାରବ୍ବା ଜଣେ ଅପରାଧି ଥିଲା ଯିଏ ନରହତ୍ୟା ଓ ରୋମୀୟ ଅଧିକାରୀ ବିରୁଦ୍ଧରେ ବିଦ୍ରୋହାଚରଣ କରିଥିଲା ׀
  • ଯେତେବେଳେ ପନ୍ତିୟ ପିଲାତ, ଯୀଶୁଙ୍କୁ କିମ୍ୱା ବାରବ୍ବାଙ୍କୁ ମୁକ୍ତ କରିବାକୁ ଘୋଷଣା କଲେ ସେତେବେଳେ ଲୋକମାନେ ବାରବ୍ବାକୁ ବୋଲି କହିଲେ ׀
  • ତେଣୁ ପିଲାତ ବାରବ୍ବାଙ୍କୁ ମୁକ୍ତ କରିବାକୁ ଅନୁମତି ଦେଲେ କିନ୍ତୁ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରି ହତ୍ୟା କଲେ ׀

(ନାମଗୁଡ଼ିକୁ କିପରି ଅନୁବାଡ଼ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ପିଲାତରୋମୀୟ : ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

Strongs: G09120