or_tw/bible/names/ararat.md

1.6 KiB

ଆରାରଟ

ତଥ୍ୟମାନ:

ବାଇବଲ ମଧ୍ୟରେ, ଆରାରଟ ଏକ ନାମ ଅଟେ, ଯାହାକୁ ଏକ ଭୂମିର ନାମ ଦିଆଯାଇଥିଲା, ଏକ ରାଜ୍ୟ, ପାହାଡିଆ ଅଞ୍ଚଳ I

  • “ଆରାରଟ ଦେଶ” ହୁଏତ ବର୍ତ୍ତମାନ ତୁର୍କୀ ଦେଶର ଦକ୍ଷିଣ ଭାଗରେ ଯେଉଁ ସ୍ଥାନ ଅଛି ସେହି ସ୍ଥାନରେ ଅବସ୍ଥିତଥିଲା I
  • ଆରାରଟ ଏକ ପର୍ବତର ନାମଥିଲା ଯାହା ଉପରେ ନୋହଙ୍କର ଜାହାଜ ବୃହତ ଜଳ ପ୍ଲାବନ କମିବା ପରେ ଅବସ୍ଥିତଥିଲା I
  • ଆଧୁନିକ ସମୟରେ, ଆରାରଟ ପର୍ବତଟି ଅନେକ ସମୟରେ ବାଇବଲରେ ଥିବା ଆରାରଟ ପର୍ବତମାଳାକୁ ବୁଝାଏ I

(ଅନୁବାଦାର ସୂଚନାମାନ: ନାମର ଅନୁବାଦ କିପରି କରାଯାଏ)

(ମଧ୍ୟ ଦେଖିପାରିବା: ଜାହାଜ, ନୋହ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H780