or_tw/bible/names/amoz.md

1.2 KiB
Raw Permalink Blame History

ଆମୋଷ

ତଥ୍ୟମାନ:

ଆମୋଷ ଯିଶାଇୟ ଭବିଷ୍ୟତବକ୍ତାଙ୍କ ପିତାଥିଲେ I

  • କେବଳ ଥରେ ମାତ୍ର ଆମୋଷଙ୍କ ନାମ ବାଇବଲରେ ଦିଆଯାଇଅଛି, ଯେତେବେଳେ ଯିଶାଇୟ ଆମୋଷଙ୍କ ପୁତ୍ର ଭାବେ ପରିଚିତ ହେଲେ I
  • ଏହି ନାମଟି ଭବିଷ୍ୟତବକ୍ତା ଆମୋଷଙ୍କଠାରୁ ଭିନ୍ନ ଅଟେ ଏବ ଭିନ୍ନଭାବରେ ଉଚ୍ଚାରଣ କରାଯିବା ଉଚିତ୍ I

(ଅନୁବାଦର ସୂଚନାମାନ: ନାମକୁ କିପରି ଅନୁବାଦ କରାଯାଏ)

(ମଧ୍ୟ ଦେଖାଯାଏ: ଆମୋଷ, ଯିଶାଇୟ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H531