or_tw/bible/names/amaziah.md

3.0 KiB

ଅମତ୍‌ସୀୟ

ତଥ୍ୟମାନ:

ଅମତ୍‌ସୀୟ ଯିହୁଦା ରାଜ୍ୟ ଉପରେ ରାଜା ହେଲେ, ଯେତେବେଳେ ତାଙ୍କ ପିତା ଯୋୟାଶଙ୍କୁ ହତ୍ୟା କରାଗଲା I

  • ଅମତ୍‌ସୀୟ ରାଜା ଯିହୁଦା ରାଜ୍ୟ ଉପରେ ଖ୍ରୀଷ୍ଟପୂର୍ବ ୭୯୬ଠାରୁ ଖ୍ରୀଷ୍ଟପୂର୍ବ ୭୬୭ ପର୍ଯ୍ୟନ୍ତ ଅଣତିରିଶ ବର୍ଷ କାଳ ଶାସନ କଲେ I
  • ସେ ଜଣେ ଉତ୍ତମ ରାଜାଥିଲେ, କିନ୍ତୁ ଯେଉଁ ସ୍ଥାନରେ ମୂର୍ତ୍ତୀ ପୂଜା କରାଯାଉଥିଲା, ସେହି ସ୍ଥାନଗୁଡ଼ିକ ସେ ବିନଷ୍ଟ କଲେ ନାହିଁ I
  • ଅନ୍ତିମରେ ଅମତ୍‌ସୀୟ ଯେଉଁମାନେ ତାଙ୍କ ପିତାଙ୍କର ମୃତ୍ୟୁର କାରଣ ହୋଇଥିଲେ ସେହି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଲେ I
  • ସେ ବିଦ୍ରୋହକାରୀ ଇଦୋମୀୟମାନଙ୍କୁ ପରାସ୍ତ କଲେ ଏବଂ ସେମାନଙ୍କୁ ଆଣି ଯିହୁଦା ରାଜ୍ୟର ନୀୟନ୍ତ୍ରଣରେ ରଖିଲେ I
  • ସେ ଇସ୍ରାଏଲର ରାଜା ଯିହୋୟାହସ୍‌ଙ୍କୁ ଯୁଦ୍ଧ ନିମନ୍ତେ ପ୍ରତିଯୋଗିତାର ଆହ୍ୱାନ ଦେଲେ, କିନ୍ତୁ ପରାସ୍ତ ହେଲେ I

୯.ଯିରୁଶାଲମ ମନ୍ଦିରର କାନ୍ଥଗୁଡ଼ିକର ଅଂଶଗୁଡ଼ିକ ଭାଙ୍ଗିଯାଇଥିଲା ଏବଂ ମନ୍ଦିରର ରୂପା ଓ ସ୍ୱର୍ଣ୍ଣ ପାତ୍ରଗୁଡ଼ିକ ଚୋରି ହୋଇଯାଇଥିଲା I

  • ଅନେକ ବର୍ଷ ପରେ ଅମତ୍‌ସୀୟ ସଦାପ୍ରଭୁଙ୍କଠାରୁ ଦୂରେଇ ଗଲେ ଏବଂ ଯିରୁଶାଲମରେ କିଛି ନିର୍ଦ୍ଧିଷ୍ଟ ଲୋକମାନେ ଏକତ୍ରୀତ ହୋଇ ଯୋଜନା କଲେ ଏବଂ ତାଙ୍କୁ ହତ୍ୟା କଲେ I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମ ଗୁଡ଼ିକର ଅନୁବାଦ)

(ମଧ୍ୟ ଦେଖିପାରିବା: ଯୋୟାଶ, ଇଦୋମ୍)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H558