or_tw/bible/names/ai.md

2.1 KiB
Raw Permalink Blame History

ଅୟ

ତଥ୍ୟମାନ:

ପୁରାତନ ବ୍ୟବସ୍ଥା ସମୟରେ, ଅୟ କିଣାନରେ ଥିବା ଏକ ସହର, ଯାହା ବୈଥେଲର ୪. ଦକ୍ଷିଣରେ ଏବଂ ପ୍ରାୟ ୮ କିଲୋମିଟର ଯିରୀହୋର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତଥିଲା I

  • ଯିହୋଶୂୟ ଯିରୀହୋକୁ ପରାସ୍ତ କରିବା ପରେ, ଅୟକୁ ଆକ୍ରମଣ କରିବା ପାଇଁ ଇସ୍ରାଏଲ ଲୋକମାନଙ୍କୁ ନେତୃତ୍ତ୍ୱ ଦେଲେ I

କିନ୍ତୁ ସେମାନେ ସହଜରେ ପରାସ୍ତ ହେଲେ କାରଣ ଈଶ୍ୱର ସେମାନଙ୍କ ପ୍ରତି ସନ୍ତୁଷ୍ଟ ନଥିଲେ I

  • ଇଶ୍ରାଏଲର ଆଖାନ୍ ନାମକ ବ୍ୟକ୍ତି ଯୁଦ୍ଧ ସମୟରେ ଯିରୀହୋଠାରୁ ଲୁଣ୍ଠନ କରିଥିଲେ, ଏବଂ ଈଶ୍ୱର ଆଦେଶ ଦେଲେ ସେ (ଆଖାନ୍) ଓ ତାଙ୍କ ପରିବାର ମୃତ୍ୟୁ ଦଣ୍ଡ ପାଇବେ I

ତତ୍ପରେ ଈଶ୍ୱର ଅୟକୁ ପରାସ୍ତ କରିବା ନିମନ୍ତେ ଇସ୍ରାଏଲ ଲୋକଙ୍କୁ ସାହାଯ୍ୟ କଲେ I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମର ଆନୁବାଦ କିପରି କରାଯାଏ)

(ମଧ୍ୟ ଦେଖିପାରିବା: ବୈଥେଲ, ଯିରୀହୋ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H5857