or_tw/bible/names/adonijah.md

1.4 KiB

ଅଦୋନୀୟ

ସଂଜ୍ଞା:

ଅଦୋନୀୟ ଦାଉଦଙ୍କ ଚତୁର୍ଥ ପୁତ୍ରଥିଲେ I

  • ଅଦୋନୀୟ ତାଙ୍କ ଭାଇ ଅବଶାଲୋମ୍ ଏବଂ ଅମ୍ନୋନଙ୍କ ମୃତ୍ୟୁ ପରେ ଇସ୍ରାଏଲ ଉପରେ ରାଜା ହେବା ନିମନ୍ତେ ଚେଷ୍ଟା କଲେ I
  • ଯାହା ହେଲେ ମଧ୍ୟ ପରମେଶ୍ୱର, ପ୍ରତିଜ୍ଞା କାରିଥିଲେ ଯେ ଦାଉଦଙ୍କ ପୁତ୍ର ଶଲୋମନ ରାଜା ହେବେ, ସେଥିପାଇଁ ଅଦୋନୀୟଙ୍କ ସ୍ଥାନକୁ ବଳପୂର୍ବକ ଦୂର କରାଯାଇଥିଲା ଏବଂ ଶଲୋମନଙ୍କୁ ରାଜା କରାଯାଇଥିଲା I
  • ଯେତେବେଳେ ଅଦୋନୀୟ ଦ୍ୱିତୀୟ ଥର ପାଇଁ ରାଜା ହେବା ନିମନ୍ତେ ଚେଷ୍ଟା କଲେ, ଶଲୋମନ ତାଙ୍କୁ ମୃତ୍ୟୁଦଣ୍ଡ ଦେଲେ I

(ଅନୁବାଦ ସୂଚନାମାନ:ନାମଗୁଡ଼ିକର ଅନୁବାଦ କିପରି କରାଯାଏ)

(ମଧ୍ୟ ଦେଖିପାରିବା: ଦାଉଦ, ଶଲୋମନ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: G138