or_ta/translate/translate-decimal/01.md

8.3 KiB
Raw Permalink Blame History

ବର୍ଣ୍ଣନା

ଦଶମିକ ଭଗ୍ନାଂଶ, କିମ୍ବା ଦଶମିକ କମା, ଗୋଟିଏ ସଂଖ୍ୟାର ବାମରେ ଚିହ୍ନ ଦିଆଯାଏ ଯେ ସଂଖ୍ୟାଟି ପୁର୍ଣ୍ଣ ସଂଖ୍ୟା ଅଂଶ ବିଶେଷ ଉଦାହରଣ, ୧ ମିଟର ପୁର୍ଣ୍ଣ ମିଟର ନୁହେଁ କିନ୍ତୁ ମିଟରର ଦଶମାଂଶ ଓ ୫ ମିଟର ମଧ୍ୟ ସେତିକି ନୁହେଁ କିନ୍ତୁ ୧ ମିଟରର ପାଞ୍ଚ ଅଂଶ ଅଟେ ୩.୭ ମିଟର ହେଉଛି ଗୋଟିଏ ମିଟରର ୩ ଦଶମିକ ୭ ମିଟର

ଏହି ପରି ସଂଖ୍ୟା Unlocked Dynamic Bible (UST) ବ୍ୟବହାର ହୋଇଛି କେତେକ ଦେଶର ଲୋକମାନେ ଦଶମିକ ବିନ୍ଦୁ ଓ ଅନ୍ୟ ଦେଶର ଲୋକମାନେ ଦଶମିକ କମା ବ୍ୟବହାର କରନ୍ତି ସେହି ଦେଶଗୁଡିକରେ ଅନୁବାଦକ ଦଶମିକ କମାରେ ଲେଖିବେ “୩.୭ ମିଟର “ କୁ “୩,୭ ମିଟର”

ଆଉକିଛି ଦେଶରେ ଲୋକମାନେ ଭଗ୍ନାଂଶ ପସନ୍ଦ କରନ୍ତି (ଦେଖ Fractions) Unlocked Dynamic Bible (UST) ସଂଖ୍ୟାର ଅଂଶ ଗୁଡିକ ଦଶମିକ କିମ୍ବା ଭଗ୍ନାଂଶ ରେ ଲେଖା ଯାଇଥାଏ ଯେତେବେଳେ ସେଗୁଡିକ ମୁଲ୍ୟରେ ବ୍ୟବହାର ହୁଏ ଯଥା ମିଟର, ଗ୍ରାମ,ଓ ଲିଟର ସେଗୁଡିକ ଦଶମିକ ରେ ଲେଖା ଯାଇଥାଏ

USTରେ ବ୍ୟବହୃତ ଦଶିମକ ସଂଖ୍ୟା

ଦଶମିକ ଭଗ୍ନାଂଶ ସରଳ ଭଗ୍ନାଂଶ
.୧ ୧ ଦଶମିକ
. ଦୁଇ ଦଶମିକ ୧/୫ ଭଗ୍ନାଂଶ
.୩ ତିନି ଦଶମିକ
.4 ଚାରି ଦଶମିକ /୫ ଭଗ୍ନାଂଶ
.୫ ପାଞ୍ଚ ଦଶମିକ ୧/ ଭଗ୍ନାଂଶ
.୬ ଛଅ ଦଶମିକ ୩/୫ ଭଗ୍ନାଂଶ
.୭ ସାତ ଦଶମିକ
.୮ ଆଠ ଦଶମିକ ୪/୫ ଭଗ୍ନାଂଶ
.୯ ନଅ ଦଶମିକ
.୨୫ ଏକଶହ ୨୫ ଦଶମିକ ୧/୪ ଭଗ୍ନାଂଶ
.୭୫ ଏକଶହ ପଚସ୍ତରୀ ଦଶମିକ ୩/୪ ଭଗ୍ନାଂଶ

କାରଣ ହେଉଛି ଅନୁବାଦର ସମସ୍ୟା

  • ଯଦି ଅନୁବାଦକ UST ମୁଲ୍ୟ ବ୍ୟବହାର କରିବେ, ସେମାନଙ୍କୁ ଦଶମିକ ସଂଖ୍ୟା ଯାହା ବ୍ୟବହାର ହୋଇଛି ତାହାକୁ ବୁଝିବା ଉଚିତ
  • ଅନୁବାଦ ସଂଖ୍ୟା ଗୁଡିକୁ ଏପରି ଉପାୟରେ ଲେଖିବେ ଯେପରି ପାଠକ ତାହା ବୁଝିବେ

ବାଇବଲରୁ ଉଦାହରଣ

ଗୋଟିଏ ସଂଖ୍ୟାର ଅଂଶ କହିବା, the Unlocked Literal Bible (ULT) ଭଗ୍ନାଂଶ ବ୍ୟବହାର କରେ, ଓ the Unlocked Dynamic Bible (UST) ଅଧିକାଂଶ ଥର ସଂଖ୍ୟା ନିରୁପଣ ସମୟରେ ଦଶମିକ ବ୍ୟବହାର କରିଛି ULT and the UST ଆଉ ଗୋଟିଏ ବିଭେଦ ହେଉଛି ଯେ ଯେତେବେଳେ ମାପ ନିରୁପଣ ବାଇବଲ ଦୁରତା, [ବାଇବଲ ମାପ] ଓ [ବାଇବଲ ପରିଣାମ], ସେମାନେ ଭିନ୍ନ ପ୍ରଣାଳୀ ବ୍ୟବହାର କରନ୍ତି, ଏଣୁ ULT ଓ USTର ସଂଖ୍ୟା ଗୁଡିକ ସମାନ ନୁହେଁ

ସେମାନେ ଶିଟୀମ କାଷ୍ଠରେ ସିନ୍ଦୁକ ତିଆରି କରିବେ ଏହାର ଦୀର୍ଘ ଅଢେଇ ହସ୍ତ ; ଏହାର ପ୍ରସ୍ତ ଦେଢ ହସ୍ତ ; ଓ ଏହାର ଉଚ୍ଚତା ହେବ ଦେଢ ହସ୍ତ . (ଯାତ୍ରା ୨୫: ୧୦ ULT)

ULT ଭଗ୍ନାଂଶ ବ୍ୟବହାର କରିଛି “ଅର୍ଦ୍ଧ” ଏହାକୁ ମଧ୍ୟ ଦଶମିକ ରେ ଲେଖିହେବ : . ୫.

ଲୋକ ମାନଙ୍କୁ କୁହ ଶିଟୀମ କାଷ୍ଠରେ ସିନ୍ଦୁକ ତିଆରି କରିବେ ଏହାର ଦୀର୍ଘ ଏକ ମିଟର ; ଏହାର ପ୍ରସ୍ତ .୭ ମିଟର ; ଓ ଏହାର .୭ ମିଟର ଉଚ୍ଚତା. (ଯାତ୍ରା ୨୫:୧୦ UST)

UST .୭ ଦଶମିକ ବ୍ୟବହାର କରିଛି ଏହା ୭/୧୦ ସହିତ ସମାନ ଅଢ଼ାଇ ହସ୍ତ ହେଉଛି ପ୍ରାୟ ଏକ ମିଟର ଦେଢ ହସ୍ତ ହେଉଛି ପ୍ରାୟ .୭ ମିଟର ବା ଏକ ମିଟର ୭/୧୦ ଭାଗ

ଅନୁବାଦ ରଣନୀତି

  • ଆପଣ କେବଳ ଭଗ୍ନାଂଶ ବ୍ୟବହାର କରିବେ, ଣ ଦଶମିକ ବ୍ୟବହାର କରିବେ ନା ଉଭୟ ମିଶାଇ ବ୍ୟବହାର କରିବେ ନିସ୍ପତ୍ତି ନିଅନ୍ତୁ
  • ULT କି UST ରେ ଦିଆଯାଇଥିବା ମୁଲ୍ୟ ବ୍ୟବହାର କରିବେ ନା କିଛି ଅନ୍ୟପ୍ରକାର ମୁଲ୍ୟ ବ୍ୟବହାର କରିବେ ନିସ୍ପତ୍ତି କର
  • ଯଦି ଭଗ୍ନାଂଶ ବ୍ୟବହାର କରିବାକୁ ଇଚ୍ଛା କରନ୍ତି ତେବେ ULT ରେ ମାପକୁ ଖାଲି ULT ସଂଖ୍ୟା ଓ ମୁଲ୍ୟ ଗୁଡିକର ଅନୁବାଦ କରନ୍ତୁ
  • ଯଦି ଦଶମିକ ବ୍ୟବହାର ଓ USTର ଦତ୍ତ ମୁଲ୍ୟ ନିମନ୍ତେ ମନସ୍ଥ କରିଛନ୍ତି, UST ମୁଲ୍ୟ ଓ ସଂଖ୍ୟାର ଅନୁବାଦ କରନ୍ତୁ

୧. ଯଦି ଦଶମିକ ବ୍ୟବହାର ପାଇଁ ସ୍ଥିର କରିଛନ୍ତି ଓ ULTର ମୁଲ୍ୟ, ଆପଣଙ୍କୁ ULT ରେ ଦଶମିକକୁ ଭଗ୍ନାଂଶ ବଦଳାଇବାକୁ ପଡିବ ୧. ଯଦି ଦଶମିକ ବ୍ୟବହାର ପାଇଁ ସ୍ଥିର କରିଛନ୍ତି ଓ UST ର ମୁଲ୍ୟ, ଆପଣଙ୍କୁ UST ରେ ଦଶମିକକୁ ଭଗ୍ନାଂଶ ବଦଳାଇବାକୁ ପଡିବ

ଅନୁବାଦ ରଣନୀତି ବିନିଯୋଗର ଉଦାହରଣ

୧. ଯଦି ଦଶମିକ ବ୍ୟବହାର ପାଇଁ ସ୍ଥିର କରିଛନ୍ତି ଓ ULTର ମୁଲ୍ୟ, ଆପଣଙ୍କୁ ULT ରେ ଦଶମିକକୁ ଭଗ୍ନାଂଶ ବଦଳାଇବାକୁ ପଡିବ

  • ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ନେବ. (ଲେବୀୟ ୧୪:୧୦ ULT)
  • " .୩ ଐଫା ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦା , ଓ ଏକ ଲୋଗ ତୈଳ ନେବ."

୧. ଯଦି ଭଗ୍ନାଂଶ ବ୍ୟବହାର ପାଇଁ ସ୍ଥିର କରିଛନ୍ତି ଓ UST ର ମୁଲ୍ୟ, ଆପଣଙ୍କୁ UST ରେ ଦଶମିକକୁ ଭଗ୍ନାଂଶ ବଦଳାଇବାକୁ ପଡିବ

  • ପ୍ରାୟ ୬.୫ ଲିଟର ଭକ୍ଷ୍ୟ ନୈବେଦ୍ୟ ସରୁ ମଇଦା , ଅଲିଭ ତେଲରେ ଗୋଳା ହୋଇଥିବ, ନୈବେଦ୍ୟ ନିମନ୍ତେ , ଓ ପ୍ରାୟ ଏକ ଲିଟରର ଏକ ତୃତୀୟାଂଶ ଅଲିଭ ତେଲ. (ଲେବୀୟ ୧୪:୧୦ UST)
  • ପ୍ରାୟ ୬.୫ ଲିଟର ଭକ୍ଷ୍ୟ ନୈବେଦ୍ୟ ସରୁ ମଇଦା , ଅଲିଭ ତେଲରେ ଗୋଳା ହୋଇଥିବ, ନୈବେଦ୍ୟ ନିମନ୍ତେ , ଓ ପ୍ରାୟ ଏକ ଲିଟରର ଏକ ତୃତୀୟାଂଶ ଅଲିଭ ତେଲ.”